ମାନବ ଜାତିକୁ ଉଦ୍ଧାରର ଅନୁଗ୍ରହ ପ୍ରାପ୍ତ କରିବା ପାଇଁ,
ଆମ୍ଭମାନଙ୍କୁ ବାଇବଲଲର ଭବିଷ୍ୟବାଣୀ ଉପରେ ବିଶ୍ୱାସ କରିବା ଉଚିତ୍
ଆଉ ଆରାଧନା ସମୟରେ ପରମେଶ୍ୱରଙ୍କ ପାଖକୁ ଆସିବା ଉଚିତ୍ ।
ପବିତ୍ର ଆତ୍ମାଙ୍କ ଯୁଗରେ, ପିତା ପରମେଶ୍ୱର ଓ ମାତା ପରମେଶ୍ୱର
ସିୟୋନରେ ଉଦ୍ଧାର ଦେବେ । ଏହା ବାଇବଲର ଏକ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟବାଣୀ ।
ପ୍ରଥମ ଆଗମନ ଯୀଶୁ ଓ ଦ୍ୱିତୀୟ ଆଗମନ ଯୀଶୁ ଦୁହିଁଙ୍କ
୩୦ ବର୍ଷ ବୟସରେ ପୃଥିବୀରେ ବାପ୍ତିସ୍ମ ହେଲା,
ଆଉ ସେମାନେ ୩ ବର୍ଷ ଓ ୩୭ ବର୍ଷ ପର୍ଯ୍ୟନ୍ତ ସେବାକାର୍ଯ୍ୟ କଲେ ।
ସେ ଯିଏ ରାଜା ଦାଉଦଙ୍କ ଚିହ୍ନ, ନୂତନ ନିୟମର ସ୍ଥାପନା କଲେ
ଯାହା କେବଳ ପରମେଶ୍ୱର ହିଁ ଆଣିପାରିବେ
ସେ ହେଉଛନ୍ତି ଦ୍ୱିତୀୟ ଆଗମନ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ।
ସମସ୍ତ ଲୋକ ବାପ୍ତିଜିତ ହେଲା ଉତ୍ତାରେ ଯୀଶୁ ମଧ୍ୟ ବାପ୍ତିଜିତ ହୋଇ ପ୍ରାର୍ଥନା କରୁଥିବା... ଯୀଶୁ କାର୍ଯ୍ୟ ଆରମ୍ଭ କରିବା ସମୟରେ ତାହାଙ୍କୁ ପ୍ରାୟ ତିରିଶ ବର୍ଷ ବୟସ ହୋଇଥିଲା; [ଲୂକ ୩:୨୧-୨୩]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି