ବିଭିନ୍ନ ବିପର୍ଯ୍ୟୟ ଓ ସଂକ୍ରାମକ ରୋଗରେ ପରିପୂର୍ଣ୍ଣ ଏହି ଉଦାସ ଦୁନିଆରେ,
ଯିଏ ଆମ୍ଭକୁ ଅନନ୍ତ ସ୍ୱର୍ଗର ରାଜ୍ୟର ଆଶା ଦେଇ ପାରନ୍ତି ଯେଉଁଛି କିଛି ଯନ୍ତ୍ରଣା,
ପୀଡ଼ା ଅବା ମୃତ୍ୟୁ ନାହିଁ, ସେମାନେ କେବଳ ସ୍ୱର୍ଗୀୟ ପିତା ଓ ମାତା ଅଟନ୍ତି
ଯିଏ ଆତ୍ମା ଓ କନ୍ୟାଙ୍କ ରୂପେ ଆସିଛନ୍ତି ।
ଯେପରି ପରମେଶ୍ୱର ଆପଣା ଲୋକଙ୍କୁ ପୁରାତନ ନିୟମ ଦ୍ୱାରା ଖ୍ରୀଷ୍ଟଙ୍କୁ
ଚିହ୍ନିବାର ଅନୁମତି ଦେଲେ, ଠିକ୍ ସେହିପରି ସେ ଆମ୍ଭମାନଙ୍କୁ ଶିକ୍ଷା କଲେ
ଯେ ଏହି ଯୁଗରେ ନୂତନ ନିୟମ ଦ୍ୱାରା ଆମ୍ଭମାନଙ୍କ ସ୍ୱର୍ଗୀୟ ମାତାଙ୍କୁ
କିପିରି ଚିହ୍ନିବା ଦରକାର ।
ଯେକୌଣସି ପରିସ୍ଥିତିରେ କୃତଜ୍ଞତାରେ ପରିପୂର୍ଣ୍ଣ ହୋଇ,
ଆଶା ନ ହରେଇବା ଲୋକ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଅଟନ୍ତି ।
ସେମାନେ ସ୍ୱର୍ଗୀୟ ମାତାଙ୍କ ଶିକ୍ଷାର ପାଳନ କରନ୍ତି ଓ ନୂତନ ନିୟମ ପାଳନ କରନ୍ତି ।
ଏହି ସମସ୍ତ କଥାର ରୂପକ ଅର୍ଥ ଅଛି, କାରଣ ଏହି ସ୍ତ୍ରୀମାନେ ଦୁଇଟି ନିୟମ ସ୍ଵରୂପ... କିନ୍ତୁ ଊର୍ଦ୍ଧ୍ଵସ୍ଥ ଯିରୂଶାଲମ ସ୍ଵାଧୀନା, ସେ ଆମ୍ଭମାନଙ୍କ ଜନନୀ । ଗାଲାତୀୟ ୪:୨୪-୨୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି