ଯଦିଓ ଅନେକ ଲୋକ ପରମେଶ୍ବରଙ୍କଠାରେ ବିଶ୍ୱାସ କରିବାକୁ ଦାବି କରନ୍ତି,
କିନ୍ତୁ ଆତ୍ମିକ ଶୋଷରେ ପୀଡିତ ଏହି ଅନ୍ଧକାର ଦୁନିଆରେ କୌଣସି ସତ୍ୟ ନାହିଁ ।
ତେଣୁ ଆମର ଆତ୍ମିକ ଶୋଷ ମେଣ୍ଟାଇବା ପାଇଁ ପରମେଶ୍ୱରଙ୍କୁ ଦ୍ୱିତୀୟ ଥର ପ୍ରକାଶ ହେବା ଜରୁରୀ ।
ଆମର ଆତ୍ମା ଜୀବନଦାୟକ ଜଳର ପରମେଶ୍ବରଙ୍କ ବାକ୍ୟ ଦ୍ୱାରା କେବଳ ସେତେବେଳେ
ପୁନର୍ଜୀବିତ ହୋଇପାରିବ ଯେତେବେଳେ ଆମେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଙ୍କୁ ଗ୍ରହଣ କରୁ,
ଯିଏ ବାଇବଲର ରହସ୍ୟକୁ ପ୍ରକାଶ କରିବା ପାଇଁ ଦାଉଦଙ୍କ ମୂଳ ଭାବରେ ଆସିଲେ,
ଏବଂ ସେହି ଚର୍ଚ୍ଚକୁ ଯାଆନ୍ତି ଯାହା ନୂତନ ନିୟମର ନିସ୍ତାରପର୍ବ ପାଳନ କରେ,
ଯାହା କେବଳ ଦାଉଦଙ୍କ ସହିତ ସ୍ଥିର ହୋଇଥିବା ନିତ୍ୟସ୍ଥାୟୀ ନିୟମ ଅଛି ।
ହେ ତୃଷିତ ଲୋକସକଳ, ତୁମ୍ଭେମାନେ ଜଳ ନିକଟକୁ ଆସ, ପୁଣି ଯାହାର କିଛି ଅର୍ଥ ନାହିଁ, ସେ ଆସୁ...
ମନୋଯୋଗ କରି ଆମ୍ଭର କଥା ଶୁଣ ଓ ଉତ୍ତମ ଦ୍ରବ୍ୟ ଭୋଜନ କର ଓ ପୁଷ୍ଟିକର ଦ୍ରବ୍ୟରେ
ତୁମ୍ଭମାନଙ୍କର ପ୍ରାଣକୁ ସନ୍ତୁଷ୍ଟ ହେବାକୁ ଦିଅ । କର୍ଣ୍ଣ ଡେର ଓ ଆମ୍ଭ ନିକଟକୁ ଆସ;
ଶୁଣ, ତହିଁରେ ତୁମ୍ଭମାନଙ୍କର ପ୍ରାଣ ବଞ୍ଚିବ; ପୁଣି, ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ନିତ୍ୟସ୍ଥାୟୀ ନିୟମ,
ଅର୍ଥାତ୍, ଦାଉଦଙ୍କ ପ୍ରତି ନିଶ୍ଚିତ ଦୟା ସ୍ଥିର କରିବା ।
ଯିଶାଇୟ ୫୫:୧-୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି