ନିସ୍ତାର ପର୍ବ ପରିତ୍ରାଣର ଏକ ଚିହ୍ନ ଅଟେ ଯାହା ଦ୍ୱାରା ଆମ୍ଭେମାନେ ବିପତ୍ତିରୁ ରକ୍ଷା ପାଇପାରିବା
ଏବଂ ପାପକ୍ଷମା ଓ ଅନନ୍ତ ଜୀବନ ପାଇପାରିବା ।
ଏହା ଏତେ ମହତ୍ୱପୂର୍ଣ୍ଣ ପର୍ବ ଅଟେ କି ପରମେଶ୍ୱର ଏହାକୁ ସେହି ଲୋକମାନଙ୍କୁ
ପାଳନ କରିବାର ଆଉ ଏକ ସୁଯୋଗ ଦେଲେ ଯେଉଁମାନେ କିଛି ଅପରିହାର୍ଯ୍ୟ କାରଣରୁ
ପ୍ରଥମ ମାସରେ ନିସ୍ତାର ପର୍ବକୁ ପାଳନ କରିବାରେ ବିଫଳ ରହିଲେ ।
ଯେବେ ଆମ୍ଭେ ନୂତନ ନିୟମର ନିସ୍ତାର ପର୍ବ ପାଳନ କରୁ, ତେବେ ପରମେଶ୍ୱରଙ୍କ ମାଂସ ଓ ରକ୍ତ
ଆମ୍ଭମାନଙ୍କ ମଧ୍ୟରେ ଆସିଥାଏ, ଏବଂ ଆମ୍ଭେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ
ମାତା ପରମେଶ୍ୱରଙ୍କୁ ଗ୍ରହଣ କରିପାରିବା, ଯିଏ ପବିତ୍ର ଆତ୍ମାଙ୍କ ଯୁଗେରେ
ପୃଥିବୀକୁ ଆସିଛନ୍ତି, ଆଉ ଆମ୍ଭେ ଅନନ୍ତ ଜୀବନ ଓ ପରମେଶ୍ୱରଙ୍କ
ପ୍ରକୃତ ସନ୍ତାନ ହେବାର ଅଧିକାର ମଧ୍ୟ ପ୍ରାପ୍ତ କରିପାରିବା ।
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି... ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି । ଯେ ମୋହର ମାଂସ ଭୋଜନ କରେ ଓ ମୋ’ ରକ୍ତ ପାନ କରେ, ସେ ମୋ’ଠାରେ ରହେ ଓ ମୁଁ ତାହାଠାରେ ରହେ ।” ଯୋହନ ୬:୫୩-୫୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି