ଏଦନ ଉଦ୍ୟାନରେ ସଦସତ୍ ଜ୍ଞାନଦାୟକ ବୃକ୍ଷ ଥିଲା ଯାହା ବିଷୟରେ
ପରମେଶ୍ୱର କହିଲେ, “ଯେତେବେଳେ ତୁମ୍ଭେ ଏଥିମଧ୍ୟରୁ ଖାଇବ, ତେବେ ତୁମ୍ଭେ ନିଶ୍ଚିତ ମରିଯିବ,”
ଆଉ ସେଠାରେ ଜୀବନ ବୃକ୍ଷ ଥିଲା ଯାହା ଖାଇବା ଦ୍ୱାରା କାହାକୁ ବି ଅନନ୍ତ ଜୀବନ ମିଳି ଥାଆନ୍ତା ।
କିନ୍ତୁ, ଆଦମ ଓ ହବାଙ୍କୁ ସର୍ପ ଦ୍ୱାରା ପ୍ରଲୋଭିତ କରାଗଲା ଓ
ସେମାନେ ନିଷେଧ ଫଳକୁ ନ ଖାଇବାର ପରମେଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲ ।
ପରିଣାମସ୍ୱରୂପ, ସେମାନଙ୍କୁ ଜୀବନ ବୃକ୍ଷ ମଧ୍ୟରୁ ଖାଇବାର ଅନୁମତି ଦିଆଗଲା ନାହିଁ ଓ ସେମାନେ ମରିଗଲେ ।
ଜୀବନ ବୃକ୍ଷର ବାସ୍ତବିକତା ନୂତନ ନିୟମର ନିସ୍ତାର ପର୍ବ
ଯେଉଁଠାରେ ଆମ୍ଭେ ଯୀଶୁଙ୍କ ମାଂସ ଖାଉ ଓ ତାଙ୍କ ରକ୍ତ ପାନ କରୁ ।
ଆମ୍ଭମାନଙ୍କୁ ସଦସତ୍ ଜ୍ଞାନଦାୟକ ବୃକ୍ଷରୁ ଖାଇବାର ପାପରୁ ରକ୍ଷା କରିବା ପାଇଁ,
ଯାହା ମୃତ୍ୟୁ ଯୋଗ୍ୟ ପାପ ଅଟେ, ପରମେଶ୍ୱର ଆମ୍ଭମାନଙ୍କୁ ପବିତ୍ର କ୍ୟାଲେଣ୍ଡର ଅନୁଯାୟୀ
ଦ୍ୱିତୀୟ ମାସରେ ଏହାକୁ ପାଳନ କରିବାର ଆଉ ଏକ ସୁଯୋଗ ଦେଇଛନ୍ତି ।
୩୨୫ ଖ୍ରୀଷ୍ଟାବ୍ଦରେ ନିସ୍ତାର ପର୍ବକୁ ନଷ୍ଟ କରାଯାଇଥିଲା,
ଆଉ ଜୀବନ ବୃକ୍ଷର ପଥ ପୁଣିଥରେ ବନ୍ଦ କରାଯାଇଥିଲା ।
ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥାର ପ୍ରତିଷ୍ଠାତା ଖ୍ରୀଷ୍ଟ ଆନ୍ ସାଙ୍ଗ ହୋଙ୍ଗ୍
ବାଇବଲର ଭବିଷ୍ୟବାଣୀ ଅନୁସାରେ ପୁନର୍ବାର ପଥ ଖୋଲି ଦେଇଛନ୍ତି ।
...ପୁରାତନ ଦ୍ରାକ୍ଷାରସର...ସେ ମୃତ୍ୟୁକୁ ଅନନ୍ତ କାଳ ନିମନ୍ତେ ଗ୍ରାସ କରିଅଛନ୍ତି...
ପୁଣି, ସେଦିନ ଏହି କଥା କୁହାଯିବ, “ଦେଖ, ଏହି ଆମ୍ଭମାନଙ୍କର ପରମେଶ୍ଵର ।” ଯିଶାଇୟ ୨୫:୬−୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି