ଦୁଇ ହଜାର ବର୍ଷ ପୂର୍ବେ, ପ୍ରେରିତ ଏବଂ ପ୍ରଥମ ଚର୍ଚ୍ଚର ସାଧୁମାନେ ଯୀଶୁଙ୍କ ଉପରେ ପରମେଶ୍ୱରଙ୍କ ରୂପରେ
ବିଶ୍ୱାସ କରିଥିଲେ କାରଣ ଯୀଶୁ ସେମାନଙ୍କୁ ନୂତନ ନିୟମ ଦ୍ୱାରା ଅନନ୍ତ ସ୍ୱର୍ଗ ରାଜ୍ୟ
ଦେବାକୁ ପ୍ରତିଜ୍ଞା ଦେଲେ । ସେହି ପ୍ରକାର, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଏବଂ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ।
ପରମେଶ୍ୱର ଭିନ୍ନ-ଭିନ୍ନ ଯୁଗରେ ଭିନ୍ନ-ଭିନ୍ନ ନାମରେ କାର୍ଯ୍ୟ କଲେ-
ପିତା ପରମେଶ୍ୱର ସଦାପ୍ରଭୁ, ପୁତ୍ର ପରମେଶ୍ୱର ଯୀଶୁ ଏବଂ ପବିତ୍ର ଆତ୍ମା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ।
ମାତ୍ର, ସେମାନେ ଏକ ପରମେଶ୍ୱର ଅଟନ୍ତି ଯେଉଁମାନେ ନୂତନ ନିୟମ ସ୍ଥାପନା କଲେ, ଯାହା ପରମେଶ୍ୱରଙ୍କ ଚିହ୍ନ ଅଟେ ।
ସଦାପ୍ରଭୁ କହନ୍ତି, ଦେଖ, ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ-ବଂଶ ଓ ଯିହୁଦା-ବଂଶ ସହିତ ଏକ ନୂତନ ନିୟମ ସ୍ଥାପନ କରିବା, ଏପରି ସମୟ ଆସୁଅଛି... ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ-ବଂଶ ସହିତ ଏହି ନିୟମ ସ୍ଥିର କରିବା; ଆମ୍ଭେ ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା; ଆଉ, ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା ଓ ସେମାନେ ଆମ୍ଭର ଲୋକ ହେବେ । ଯିରିମୀୟ ୩୧:୩୧-୩୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି