ପୁରାତନ ନିୟମର ବ୍ୟବସ୍ଥାରେ ଆଶ୍ରୟନଗର ସେହି ଲୋକମାନଙ୍କ ପାଇଁ
ଏକ ଅସ୍ଥାୟୀ ସ୍ଥାନ ଥିଲା, ଯେଉଁମାନେ ଲୋକମାନଙ୍କୁ ଭୂଲରେ ମାରି ଦେଉଥିଲେ;
ଏହା ପ୍ରତିବିମ୍ବ ରୂପରେ ଆମ୍ଭମାନଙ୍କ ସ୍ୱର୍ଗରେ କରିଥିବା ପାପକୁ ଦେଖାଇଥାଏ ।
ପୁରାତନ ନିୟମର ସମୟରେ, ଆଶ୍ରୟନଗରରେ ରହୁଥିବା ମହାଯାଜକର
ମୃତ୍ୟୁ ଦ୍ୱାରା ପାପୀ ଆପଣା ନିଜ ଭୂମିକୁ ଫେରିଯାଇ ପାରୁଥିଲେ;
ଏହା ଦେଖାଇଥାଏ ଯେ କି ଆମ୍ଭେ ଆପଣା ପାପର କ୍ଷମା କେମିତି ପାଇ ପାରିବା ।
ଯୀଶୁ ପୃଥିବୀକୁ ଆସିଲେ ଓ ମଲକୀଷେଦକଙ୍କ ରୀତି ଅନୁସାରେ ମହାଯାଜକ ହେଲେ,
ଏବଂ କ୍ରୂଶରେ ତାହାଙ୍କ ବଳିଦାନ ଦ୍ୱାରା ସ୍ଥାପିତ ନୂତନ ନିୟମ ନିସ୍ତାରପର୍ବ ତଥା
ଦଶମାଂଶ ର ନିୟମ ଦ୍ୱାରା ଆଶ୍ରୟନଗର ପୃଥିବୀରୁ
ସ୍ୱର୍ଗୀୟ ଘର ଯିବାର ମାର୍ଗ ଖୋଲି ଯାଇଅଛି ।
ନୂତନ ନିୟମର ନିସ୍ତାରପର୍ବ ଓ ଦଶମାଂଶର ନିୟମକୁ ପାଳନ କରୁଥାଇ,
ଚର୍ଚ୍ଚ ଅଫ୍ ଗଡ୍ ପରମେଶ୍ୱରଙ୍କ ଇଚ୍ଛାର ପାଳନ କରିଥାଏ ।
ପୁତ୍ର ହେଲେହେଁ ଦୁଃଖଭୋଗ ଦ୍ୱାରା ଆଜ୍ଞାବହତା ଶିକ୍ଷା କଲେ,
ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି
ଅନନ୍ତ ପରିତ୍ରାଣର କାରଣସ୍ୱରୂପ ହେଲେ, ଏହେତୁ ସେ ଇଶ୍ୱରଙ୍କ କର୍ତ୍ତୃକ
ମଲକୀଷେଦକଙ୍କ ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ ।
ଏବ୍ରୀ ୫:୮-୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି