ଯେମିତି ଗୋଗୁରିୟୋ ର ଦ୍ୱିତୀୟ ରାଜା, ରାଜା ୟୁରୀଙ୍କୁ ନିଶ୍ଚିତ୍ ଚିହ୍ନ ପ୍ରସ୍ତୁତ କରିବା ଦ୍ୱାରା
ଜୁମାଙ୍ଗ୍ ଙ୍କ ପୁତ୍ର ରୂପେ ସ୍ୱୀକାର କରା ଯାଇଥିଲା, ଠିକ୍ ସେହି ପ୍ରକାରେ ଆମ୍ଭମାନଙ୍କୁ ସ୍ୱର୍ଗର ରାଜ୍ୟରେ
ପରମେଶ୍ୱରଙ୍କ ସନ୍ତାନଙ୍କ ରୂପେ ସ୍ୱୀକାର କରାଯିବା ନିମନ୍ତେ ନୂତନ ନିୟମର ନିସ୍ତାର ପର୍ବ
ପାଳନ କରିବା ଦରକାର, ଯାହା ପରମେଶ୍ୱରଙ୍କ ଚିହ୍ନ ଅଟେ ।
ପରମେଶ୍ୱର ଆପଣା ପୁତ୍ର ଓ କନ୍ୟା କରିବାର ଅଧିକାର କେବଳ ସେହି ଲୋକମାନଙ୍କୁ
ଦେଇଛନ୍ତି ଯେଉଁମାନେ ନିସ୍ତାର ପର୍ବର ରୋଟୀ ଭୋଜନ କରିଛନ୍ତି ଓ ନିସ୍ତାର ପର୍ବର ଦ୍ରାକ୍ଷାରସ ପାନ କରିଛନ୍ତି,
ଯାହା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ପବିତ୍ର ଶରୀର ଓ ରକ୍ତ ଅଟେ ।
ମିସରରେ ଅଣା ଯାଇଥିବା ବିପତ୍ତିର ତୁଲ୍ୟ ଏହି ଯୁଗରେ ଅନେକଗୁଡ଼ିଏ ବିପତ୍ତି ରହିଛି ।
ଏହି ଯୁଗରେ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ସର୍ବଦା ନୂତନ ନିୟମର ସତ୍ୟରେ
ନିବାସ କରୁଥାଇ ଓ ଏହା ବିଶ୍ୱାସ କରୁଥାଇ କି ପରମେଶ୍ୱର ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି,
ଉଦ୍ଧାରର ସୁସମାଚାରର ପ୍ରଚାର କରୁଛନ୍ତି ।
“ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା; ଆମ୍ଭେ ତୁମ୍ଭମାନଙ୍କର ପିତା ହେବା,
ପୁଣି, ତୁମ୍ଭେମାନେ ଆମ୍ଭର ପୁତ୍ରକନ୍ୟା ହେବ ।
ଏହା ସର୍ବଶକ୍ତିମାନ ପ୍ରଭୁ କହନ୍ତି ।” ୨କରିନ୍ଥୀୟ ୬:୧୭-୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି