ଯେପରି ଲୋକମାନେ ହଙ୍ଗରୀ ନୌକା ଦୁର୍ଘଟଣା ତୁଲ୍ୟ ଅକସ୍ମାତ ଦୁର୍ଘଟଣାରୁ ରକ୍ଷା ପାଇ ପାରିବେ ନାହିଁ,
ତେବେ ମାନବ ଜାତିକୁ ସ୍ୱର୍ଗ ଯିବାପାଇଁ ଉପାୟ କରିବାର ଆବଶ୍ୟକତା ଅଛି
ଆଉ ଆମ୍ଭେମାନେ ମାତା ପରମେଶ୍ୱରଙ୍କୁ ଅନୁଭବ କରିବା ଉଚିତ୍ ଯେ ଆମ୍ଭମାନଙ୍କୁ ସ୍ୱର୍ଗ ନେଇ ଯାଆନ୍ତି ।
ମୃତ୍ୟୁ ପରେ ଆନ୍ତିମ ନ୍ୟାୟରେ ସ୍ୱର୍ଗ ବା ନର୍କକୁ ନିର୍ଧାରିତ କରାଯିବ ।
ଏଥିପାଇଁ ପୃଥିବୀରେ ବୃଦ୍ଧ ଅବସ୍ଥା ନିମନ୍ତେ ଆାମ୍ଭମାନଙ୍କ କ୍ଷୁଦ୍ର ସମୟ ନିମନ୍ତେ
ଯୋଜନା ତୁଳନାରେ ସ୍ୱର୍ଗ ନିମନ୍ତେ ଯୋଜନା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ ।
“ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେମାତ୍ର ମୃତ୍ୟୁ ଆଉ, ତାହାପରେ ବିଚାର ନିରୂପିତ ଅଛି ।”ଏବ୍ରୀ ୯:୨୭
ଚର୍ଚ୍ଚ ଅଫ୍ ଗଡ୍ ରାଜ୍ୟର ସୁସମାଚାର ପାଳନ କରିଥାଏ,
ଯାହା ଯୀଶୁଙ୍କ ଶିକ୍ଷା ଅନୁସାରେ ପରମେଶ୍ୱରଙ୍କ ଭାବବାଦୀଙ୍କ ଦ୍ୱାରା ଦତ୍ତ ହୋଇଅଛି ।
ଆସନ୍ତୁ ଆମ୍ଭେ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରିବା,
ଯାହାଙ୍କ ସାକ୍ଷ୍ୟ ବାଇବଲରେ ଦିଆ ହୋଇଅଛି,
ଆଉ ଅନନ୍ତ ସ୍ୱର୍ଗର ରାଜ୍ୟ ନିମନ୍ତେ ପ୍ରସ୍ତୁତ କରିବା, ଯାହା ନିକଟରେ ଅଛି ।
(ଲୂକ ୧୬ରେ ଧନୀ ମନୁଷ୍ୟ ଓ ଲାଜାରର ଦୃଷ୍ଟାନ୍ତ)
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି