ପବିତ୍ର ଆତ୍ମାର ଆନ୍ଦୋଳନ, ପ୍ରଥମ ଚର୍ଚ୍ଚ ଉପରେ ପେଣ୍ଟିକଷ୍ଟର ଦିନ
ଅବତରଣ କରାଯାଇଥିବା ପବିତ୍ର ଆତ୍ମା ଦ୍ୱାରା କରାଯାଇଥିଲା ।
ଏହା ଦ୍ୱାରା, ୩,୦୦୦ ଓ ୫,୦୦୦ ଲୋକ ଗୋଟିଏ ଦିନରେ
ଅନୁତାପ କଲେ, ଏବଂ ଏହି ସତ୍ୟ ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି,
ଅନ୍ୟଜାତିର ଦେଶରେ ମଧ୍ୟ ଶିଘ୍ରତାରେ ପ୍ରସାରିତ ହେଲା ।
ଆଜି, ଚର୍ଚ୍ଚ ଅଫ୍ ଗଡ୍ ଯିଏ ପତ୍ରକୁଟୀର ପର୍ବ ପାଳନ କରିଥାଏ,
ସମଗ୍ର ଦୁନିଆକୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର,
ଯିଏ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ଅଟନ୍ତି, ଙ୍କ ବିଷୟରେ
ସାକ୍ଷ୍ୟ ଦେବା ପାଇଁ ଅଦ୍ଭୁତ ପବିତ୍ର ଆତ୍ମାର ଆନ୍ଦୋଳନ କରୁଅଛି ।
କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ, ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ । ପ୍ରେରିତ ୧:୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି