ପୁରାତନ ନିୟମରେ ମନ୍ଦିର ନିର୍ମାଣକୁ ସ୍ମରଣ କରୁଥିବା ପତ୍ରକୁଟୀର ପର୍ବ ଛାୟା
ଏବଂ ନୂତନ ନିୟମରେ ତାହାର ବାସ୍ତବତା ହେଉଛି ପତ୍ରକୁଟୀର ପର୍ବ ଯେଉଁଥିରେ ପରମେଶ୍ୱର
ଆମ୍ଭମାନଙ୍କୁ ଜୀବନଦାୟକ ଜଳ ଭାବରେ ଶେଷ ବୃଷ୍ଟିର ପବିତ୍ର ଆତ୍ମା ଦିଅନ୍ତି ।
ଏହା ଦେଖାଉଅଛି କି ସମସ୍ତ ଲୋକଙ୍କୁ ଯିରୂଶାଲମ ମନ୍ଦିର ଭାବରେ ଦର୍ଶାଇ ଯାଇଅଛି
ମାତା ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ୍
ଯାହା ଦ୍ୱାରା ସେମାନେ ଶେଷ ବୃଷ୍ଟିର ପବିତ୍ର ଆତ୍ମା ଏବଂ ପରିତ୍ରାଣ ପାଇପାରିବେ ।
କେବଳ ପରମେଶ୍ୱର ସମସ୍ତ ମାନବ ଜାତିକୁ ଜୀବନଦାୟକ ଜଳ ଦେଇପାରିବେ ।
ତେଣୁ ଆତ୍ମା ଏବଂ କନ୍ୟା ଯେ ଶେଷ ଦିନରେ ଆମ୍ଭମାନଙ୍କୁ ଜୀବନଦାୟକ ଜଳ
ବିନା ମୂଲ୍ୟରେ ଦିଅନ୍ତି, ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱର ଅଟନ୍ତି ।
ଆତ୍ମା ଓ କନ୍ୟା କହନ୍ତି, “ଆସ ।” ପୁଣି ଯେ ଶୁଣେ, ସେ କହୁ, “ଆସ ।” ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ, ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ । ପ୍ରକାଶିତ ବାକ୍ୟ ୨୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି