ପ୍ରାୟ ୨,୦୦୦ ବର୍ଷ ପୂର୍ବେ, ଅନେକ ଯିହୁଦୀ ଓ ଧାର୍ମିକ ନେତାମାନେ
ବିଶ୍ୱାସ କରି ନ ଥିଲେ କି ଯୀଶୁ ଶରୀରରେ ପୃଥିବୀକୁ ଆସିଥିବା ପରମେଶ୍ୱର ଅଟନ୍ତି,
କିନ୍ତୁ ତାଙ୍କୁ ତାଡ଼ନା କଲେ । କିନ୍ତୁ, ପ୍ରଥମ ଚର୍ଚ୍ଚର ବିଶ୍ୱାସୀମାନେ
ଅଧିକ ସାହସପୂର୍ବକ ସାକ୍ଷ୍ୟ ଦେଲେ କି ଯୀଶୁ ଖ୍ରୀଷ୍ଟ ଅଟନ୍ତି ।
ଆଉ, ସେମାନେ ପ୍ରତିଦିନ ମନ୍ଦିରରେ ଓ ଘରେ ଘରେ ଶିକ୍ଷା ଦେବାରୁ ଓ ଯୀଶୁ ଯେ ଖ୍ରୀଷ୍ଟ, ଏହି ସୁସମାଚାର ପ୍ରଚାର କରିବାରୁ କ୍ଷାନ୍ତ ହେଲେ ନାହିଁ । ପ୍ରେରିତ ୫:୪୨
ଲୋକଙ୍କୁ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ବିଷୟରେ,
ଯେ ପବିତ୍ର ଆତ୍ମାଙ୍କ ଯୁଗରେ ମାନବ ଜାତିକୁ ଉଦ୍ଧାର ଦେବା ନିମନ୍ତେ ଆସିଲେ,
ଅନୁଭବ କରିବାରୁ ଅଟକାଇବା ନିମନ୍ତେ ବାଧା ଦେବାର କାର୍ଯ୍ୟ ସେହି ପ୍ରକାର
ଯେପରି ୨,୦୦୦ ବର୍ଷ ପୂର୍ବେ ହୋଇଥିଲା ।
ମାତ୍ର, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଭବିଷ୍ୟବାଣୀ ଅନୁସାରେ
ଦୁନିଆର ଲୋକମାନଙ୍କୁ ସାହାସପୂର୍ବକ ଉଦ୍ଧାରକର୍ତ୍ତାଙ୍କ ସାକ୍ଷ୍ୟ ଦେଉଛନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି