ଅମାଲେକୀୟମାନଙ୍କ ବିରୁଦ୍ଧରେ ଯୁଦ୍ଧ ସମୟରେ ମୋଶାଙ୍କ ହାତ ଉଠାଇ ରଖିବା,
ଆପଣା ଯଷ୍ଟି ଦ୍ୱାରା ସୂଫ ସମୁଦ୍ରକୁ ବିଭାଜିତ କରିବା,
ଏବଂ ପିତ୍ତଳ ସର୍ପର ଘଟଣା; ଏହି ବିଷୟରୁ ଏହା ପ୍ରକଟ ହେଉଅଛି
କି ଇସ୍ରାଏଲୀୟମାନଙ୍କ ପାଇଁ ସର୍ବଦା ପରମେଶ୍ୱର ହିଁ ପରିତ୍ରାଣର ସ୍ରୋତ ଥିଲେ ।
ଯେହେତୁ ଚର୍ଚ୍ଚ ଅଫ୍ ଗଡ୍ ର ସାଧୁମାନେ ଲୋକ, ପରିସ୍ଥିତି ବା ପରିବେଶ ଉପରେ ନୁହେଁ
କିନ୍ତୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ଉପରେ ନିର୍ଭର ରହି
ସୁସମାଚାର ପ୍ରଚାର କରିଛନ୍ତି, ତେଣୁ ପରିତ୍ରାଣର ସୁସମାଚାର
ସମଗ୍ର ବିଶ୍ୱରେ ଶୀଘ୍ର ବିସ୍ତାର ହୋଇଛି ।
“ସାବଧାନ, ମୁଁ ଆଜି ତୁମ୍ଭକୁ ଯେ ଯେ ଆଜ୍ଞା ଓ ବିଧି ଓ ଶାସନ ଆଜ୍ଞା କରୁଅଛି, ତାହା ପାଳନ ନ କରି ଯେପରି ତୁମ୍ଭେ ସଦାପ୍ରଭୁ ଆପଣା ପରମେଶ୍ଵରଙ୍କୁ ପାସୋରି ନ ଯାଅ ।” [ଦ୍ୱିତୀୟ ବିବରଣ ୮:୧୧]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି