ମନୁଷ୍ୟ ଜାଣି ନାହିଁ କି ଆଗକୁ କ’ଣ ହେବ । କିନ୍ତୁ, ପରମେଶ୍ୱର ଶେଷକୁ ଆଦ୍ୟରୁ ହିଁ ଦେଖି ଆମ୍ଭମାନଙ୍କୁ ଉଦ୍ଧାର ଆଡ଼କୁ ନେଇଯାଉଛନ୍ତି । ଏଥିପାଇଁ ଆମ୍ଭମାନଙ୍କୁ ତାହାଙ୍କ ଉପରେ ସମ୍ପୂର୍ଣ୍ଣ ରୂପରେ ବିଶ୍ୱାସ କରିବା ଓ ଭରସା ରଖିବା ଉଚିତ୍ । ପିତାଙ୍କ ଯୁଗରେ ଯେଉଁମାନେ ସଦାପ୍ରଭୁଙ୍କ ସମ୍ମୁଖରେ ସର୍ବଦା “ହଁ” କହିଲେ, ଆଉ ପୁତ୍ରଙ୍କ ଯୁଗରେ ଯେଉଁମାନେ ଯୀଶୁଙ୍କ ସମ୍ମୁଖରେ “ହଁ” କହିଲେ, ଆଉ ପବିତ୍ର ଆତ୍ମାଙ୍କ ଯୁଗରେ ଯେଉଁମାନେ ପିତା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ସମ୍ମୁଖରେ ହଁ କହୁଛନ୍ତି ସେମାନେ ପିତର, ନୋହ, ଅବ୍ରହାମ, ଗିଦିୟୋନ୍ ଓ ଯିହୋଶୂୟଙ୍କ ପରି ଅନନ୍ତ ଆଶିର୍ବାଦ ପ୍ରାପ୍ତ କରି ପାରିବେ ।
ଚର୍ଚ୍ଚ ଅଫ୍ ଗଡ୍ ପରମେଶ୍ୱରଙ୍କ ଶିକ୍ଷାର ପାଳନ କରୁଅଛି ପବିତ୍ର ଆତ୍ମାଙ୍କ ଯୁଗରେ, ଆମ୍ଭମାନଙ୍କୁ ଏଲୋହୀମ୍ ପରମେଶ୍ୱରଙ୍କ ବାକ୍ୟରେ ନିହିତ ଆଶିର୍ବାଦ ଉପରେ ବିଶ୍ୱାସ କରିବା ସହିତ ପୂରା ଦୁନିଆକୁ ନୂତନ ନିୟମର ସୁସମାଚାର ପ୍ରଚାର କରିବା ଉଚିତ୍, ଯେ ଆମ୍ଭମାନଙ୍କୁ ସାମରିୟାରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ପ୍ରଚାର କରିବାକୁ କହିଛନ୍ତି ।
... ଆମ୍ଭର ସଂକଳ୍ପସକଳ ତୁମ୍ଭମାନଙ୍କର ସଂକଳ୍ପ ପରି ନୁହେଁ, କିଅବା ତୁମ୍ଭମାନଙ୍କର ମାର୍ଗସକଳ ଆମ୍ଭର ମାର୍ଗ ପରି ନୁହେଁ... କାରଣ ପୃଥିବୀ ଅପେକ୍ଷା ଆକାଶମଣ୍ତଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ । ଯିଶାଇୟ ୫୫:୮-୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି