କେବଳ ଯେତେବେଳେ ଲୋକମାନେ ପରମେଶ୍ୱରଙ୍କ ବାକ୍ୟର ପାଳନ କରନ୍ତି, ତେବେ ସେମାନେ ବିପତ୍ତରୁ ରକ୍ଷା ପାଇ ପାରିବେ ଓ ଉଦ୍ଧାର ପ୍ରାପ୍ତ କରି ପାରିବେ । ରାଜା ନବୂଖଦନିତ୍ସର ଓ ରାଜା ବେଲଶତ୍ସରଙ୍କ ଇତହାସ ଦ୍ୱାରା, ପରମେଶ୍ୱର ଆମ୍ଭମାନଙ୍କୁ ଜାଣିବାକୁ ଦେଲେ କି ସେ ଏହି ପୃଥିବୀରେ ହେବାକୁ ଥିବା ପ୍ରତ୍ୟେକ ବସ୍ତୁକୁ ପରିଚାଳନ କରନ୍ତି ।
କାରଣ ଲୋକମାନେ ଜୀବନର ଏକ ପାପୀ ମାର୍ଗରେ ପଡିଯାଆନ୍ତି
ଓ ପରମେଶ୍ୱରଙ୍କ ବାକ୍ୟର ପାଳନ କରୁନାହାନ୍ତି,
ଏଥିପାଇଁ ପରମେଶ୍ୱର ନୋହଙ୍କ ସମୟରେ ଜଳ ଦ୍ୱାରା ନ୍ୟାୟ କଲେ
ଓ ଅନ୍ତିମ ଯୁଗରେ ଅଗ୍ନି ଦ୍ୱାରା ଦୁଷ୍ଟମାନଙ୍କ ନ୍ୟାୟ କରିବେ ।
କିନ୍ତୁ, ଯେମିତି ପରମେଶ୍ୱର ନୋହଙ୍କୁ ଉଦ୍ଧାରର ଜାହାଜ
ପ୍ରଦାନ କରିଥିଲେ ଯିଏ ଜଣେ ଧାର୍ମିକ ମନୁଷ୍ୟ ଥିଲେ, ଠିକ୍ ସେମିତି
ଅନ୍ତିମ ଯୁଗରେ ଯେତେବେଳେ ପରମେଶ୍ୱର ଦୁଷ୍ଟମାନଙ୍କର ନ୍ୟାୟ ଅଗ୍ନି ଦ୍ୱାରା କରିବେ,
ତେବେ ପରମେଶ୍ୱର ଆପଣା ଲୋକଙ୍କୁ ସିୟୋନରେ
ନିସ୍ତାର ପର୍ବ ଦ୍ୱାରା ଉଦ୍ଧାରର ପ୍ରତିଜ୍ଞା ଦେଇଛନ୍ତି ।
ତୁମ୍ଭକୁ କୌଣସି ବିପଦ ଘଟିବ ନାହିଁ, କିଅବା କୌଣସି ମାରୀ ତୁମ୍ଭ ତମ୍ଵୁ ନିକଟକୁ ଆସିବ ନାହିଁ । କାରଣ ସେ ତୁମ୍ଭର ସବୁ ଗତିରେ ତୁମ୍ଭକୁ ରକ୍ଷା କରିବା ପାଇଁ ଆପଣା ଦୂତଗଣକୁ ତୁମ୍ଭ ବିଷୟରେ ଆଜ୍ଞା ଦେବେ । ଗୀତ ସଂହିତା ୯୧:୧୦-୧୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି