ପବିତ୍ର ଆତ୍ମାଙ୍କ ଯୁଗରେ, ଆମ୍ଭମାନଙ୍କୁ ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ ଉପରେ
ବିଶ୍ୱାସ କରିବା ଆବଶ୍ୟକ ଏବଂ ତାଙ୍କ ବାକ୍ୟର ପାଳଲ କରିବା ଆବଶ୍ୟକ ౹
କେବଳ ତେବେ ଆମ୍ଭେମାନେ ଅନନ୍ତ ସ୍ୱର୍ଗୀୟ ଅଧିକାର ପ୍ରାପ୍ତ କରିପାରିବା
ଯାହା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ଯିହୋଶୂୟ ଓ କାଲେବଙ୍କ ପରି ଯେଉଁମାନେ ଆପଣା
ସମ୍ମୁଖର ବିଷୟ ଉପରେ ଧ୍ୟାନ ନ ଦେଇ ପରମେଶ୍ୱରଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କଲେ,
ଦାନିୟେଲଙ୍କ ତିନି ମିତ୍ରଙ୍କ ପରି ଯେଉଁମାନେ ଅଗ୍ନିକୁଣ୍ଡର ଧମକ ସତ୍ତ୍ୱେ ମଧ୍ୟ ଭୟ କଲେ ନାହିଁ,
ଆଉ ନୋହଙ୍କ ପରି ଯେଉଁମାନେ ବିଶ୍ୱାସର ସହିତ ପରମେଶ୍ୱରଙ୍କ ପାଳନ କଲେ
ଯେତେବେଳେ ପରମେଶ୍ୱର ତାଙ୍କୁ ସେହି ବିଷୟ ଜଣାଇଲେ ଯାହା ସେ ଆରମ୍ଭରୁ କେବେ ଦେଖି ନ ଥିଲେ,
ପରମେଶ୍ୱଙ୍କ ପ୍ରତିଜ୍ଞା ଉପରେ ବିଶ୍ୱାସ କରନ୍ତି ଏବଂ ସୁସମାଚାରର ପଥରେ ଚାଲନ୍ତି ।
ଆଉ ବିଶ୍ଵାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ଵର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ଵେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ଵାସ କରିବା ଆବଶ୍ୟକ । ଏବ୍ରୀ ୧୧:୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି