ଯେବେ ଇସ୍ରାଏଲ ପରମେଶ୍ୱରଙ୍କ ବିଧି ଓ ବ୍ୟବସ୍ଥାକୁ ପରିତ୍ୟାଗ କଲା,
ସେତେବେଳେ ପରମେଶ୍ୱର ସେମାନଙ୍କୁ ଛାଡ଼ି ଦେଲେ ଓ ସେମାନେ ଏତେ ଶକ୍ତିହୀନ ହୋଇଗଲେ
ଯେ ଅନ୍ୟଜାତୀର ରାଜ୍ୟମାନେ ସେମାନଙ୍କୁ ପଦଦଳୀତ କଲେ । କିନ୍ତୁ, ଯେବେ ସେମାନେ
ନିଷ୍ଠାର ସହିତ କେବଳ ପରମେଶ୍ୱରଙ୍କ ସେବା କଲେ, ତେବେ ପରମେଶ୍ୱର ସର୍ବଦା
ସେମାନଙ୍କ ସଙ୍ଗରେ ରହିଲେ, ଆଉ ସେମାନଙ୍କୁ ଏକ ଶକ୍ତିଶାଳୀ ରାଜ୍ୟ ରୂପେ ଶାନ୍ତି ମିଳିଲା ।
ଯେମିତି ବିତାରକର୍ତ୍ତା, ୧ବଂଶାବଳୀ, ୧ରାଜାବଳୀ ରେ ଲେଖାଅଛି,
ଯେବେ ସେମାନେ କୁକର୍ମ କରି ପରମେଶ୍ୱରଙ୍କୁ ପରିତ୍ୟାଗ କଲେ,
ତେବେ ସେମାନେ ଭ୍ରଷ୍ଟ ହେବା ବ୍ୟତୀତ ଆଉ କିଛି କରିପାରିଲେ ନାହିଁ ।
ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା,
ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି । ରୋମୀୟ ୧୫:୪
ବାଇବଲର ଏହି ଶିକ୍ଷା ଅନୁସାରେ, ଚର୍ଚ୍ଚ ଅଫ୍ ଗଡ୍ ପବିତ୍ର ଆତ୍ମାଙ୍କ ଯୁଗରେ
ଉଦ୍ଧାରକର୍ତ୍ତା ରୂପେ ଆସିଥିବା ପିତା ପରମେଶ୍ୱର ଓ ମାତା ପରମେଶ୍ୱରଙ୍କ
ଶିକ୍ଷାର ପାଳନ କରିଥାଏ । ଏଥିପାଇଁ ପରମେଶ୍ୱର ସର୍ବଦା ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି
ଆଉ ସେ ସାରା ଦୁନିଆରେ ସୀୟୋନର ରକ୍ଷା କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି