ସ୍ୱର୍ଗର ପଥ ଓ ଜଙ୍ଗଲର ପଥ ବାସ୍ତବିକତା ଓ ତାହାର ଛାୟାର ମଧ୍ୟର ସମ୍ବନ୍ଧ ଅଟେ । ଜଙ୍ଗଲରେ ଚାଳିଶ ବର୍ଷର ଜୀବନ ଦ୍ୱାରା, ଆମ୍ଭେ ସବୁଠାରୁ ମହାନ ବିପଦଜ୍ଜନ କାରକକୁ ଦେଖିପାରିବା, ଯେଉଁମାନେ ଲୋକଙ୍କୁ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରିବାରୁ ଅଟକାଉଛନ୍ତି, ସେମାନେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଅବଜ୍ଞା ଓ ପରମେଶ୍ୱରଙ୍କ ବିରୁଦ୍ଧରେ ଅଭିଯୋଗ କରନ୍ତି ।
ଆପଣା ବିଚାର ଓ ଅନୁଭବକୁ ପରମେଶ୍ୱରଙ୍କ ଆଗେ ରଖିବା, ଯିଏ ଆମ୍ଭମାନଙ୍କୁ ଆପଣା ମହାନ ଇଚ୍ଛା ସହିତ ଆଜ୍ଞା ଦେଉଛନ୍ତି, ଅଭିଯୋଗ ଓ ଅବଜ୍ଞାକୁ ସାମ୍ନାକୁ ଆଣନ୍ତି ।
ଯେଉଁ ପ୍ରକାର ପିତାଙ୍କ ଯୁଗରେ ନୋହ ଓ ଅବ୍ରହାମ ସଦାପ୍ରଭୁଙ୍କ ବାକ୍ୟର ପାଳନ କଲେ, ଯେଉଁ ପ୍ରକାର ପୁତ୍ରଙ୍କ ଯୁଗରେ ପିତର ଓ ଅନ୍ୟ ଶିଷ୍ୟମାନେ ଯୀଶୁଙ୍କ ବାକ୍ୟ ପାଳନ କଲେ, ଠିକ୍ ସେହି ପ୍ରକାର ଯେଉଁ ଲୋକମାନେ ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ବାକ୍ୟର ପାଳନ କରନ୍ତି, ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ରୂପରେ ଆସିଛନ୍ତି, ସେମାନେ ଅନନ୍ତ ସ୍ୱର୍ଗ ରାଜ୍ୟରେ ପ୍ରବେଶ କରି ପାରିବେ ।
“ଯେଉଁମାନେ ଅବାଧ୍ୟ ହୋଇଥିଲେ, ସେମାନଙ୍କ ବିନା ଆଉ କେଉଁମାନଙ୍କ ବିରୁଦ୍ଧରେ ସେ ଶପଥ କରିଥିଲେ ଯେ, ସେମାନେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବେ ନାହିଁ?” ଏବ୍ରୀ ୩:୧୮
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି