ଯେପରି ବିଶାଳ ସମୁଦ୍ର କିମ୍ବା ପର୍ବତରେ
ହଜିଯାଇଥିବା ଲୋକଙ୍କୁ ଏକ କମ୍ପାସ୍ ଦରକାର ହୁଏ,
ସେହିଭଳି ଯେଉଁ ଜିନିଷ ସ୍ୱର୍ଗକୁ ଯିବା ପଥରେ ହଜିଯାଇଥିବା ଲୋକଙ୍କ ପାଇଁ ଏକ କମ୍ପାସର ଭୂମିକା ଗ୍ରହଣ କରେ,
ତାହା ବାଇବଲର ୬୬ ଟି ପୁସ୍ତକରେ ଲେଖାଯାଇଥିବା ପରମେଶ୍ୱରଙ୍କ ବାକ୍ୟ ।
ପ୍ରେରିତମାନଙ୍କ ପରି, ଯେଉଁମାନେ ବିଶ୍ୱାସ କରୁଥିଲେ ଯେ ପରିତ୍ରାଣର ଜ୍ଞାନ ଏବଂ ଭଣ୍ଡାର
ଯୀଶୁଙ୍କଠାରେ ଲୁଚି ରହିଛି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ବିଶ୍ୱାସ କରନ୍ତି
ଯେ ପରିତ୍ରାଣର ପଥ ଏବଂ ସ୍ୱର୍ଗକୁ ଯିବାର ପଥ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଏବଂ ମାତା ପରମେଶ୍ୱରଙ୍କ ଠାରେ ଅଛି ଯେଉଁମାନେ ଆତ୍ମା ଓ କନ୍ୟା ରୂପରେ ଆସିଛନ୍ତି ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ, ପରମେଶ୍ୱରଙ୍କ ବାକ୍ୟ ପାଳନ କରି ଜୀବନଯାପନ କରନ୍ତି ।
ତୁମ୍ଭ ବାକ୍ୟ ମୋ’ ଚରଣ ପାଇଁ ପ୍ରଦୀପ
ଓ ମୋ’ ପଥ ପାଇଁ ଆଲୁଅ ଅଟେ ।
ଗୀତସଂହିତ ୧୧୯:୧୦୫
ଆତ୍ମା ଓ କନ୍ୟା କହନ୍ତି, ଆସ । ପୁଣି ଯେ ଶୁଣେ, ସେ କହୁ, ଆସ ।
ଯେ ତୃଷାର୍ତ୍ତ, ସେ ଆସୁ; ଯେ ଇଚ୍ଛା କରେ,
ସେ ବିନାମୂଲ୍ୟରେ ଜୀବନଦାୟକ ଜଳ ପାନ କରୁ ।
ପ୍ରକାଶିତ ବାକ୍ୟ ୨୨:୧୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି