ଏବ୍ରୀ ପୁସ୍ତକରେ, ମାନବ ଜାତିଙ୍କୁ ରକ୍ଷା କରିବା ପାଇଁ ଖ୍ରୀଷ୍ଟଙ୍କ
ଦ୍ୱିତୀୟ ଥର ଆସିବାର ଭବିଷ୍ୟବାଣୀ କରିଯାଇଥିଲା । ମୀଖା ଭବିଷ୍ୟବାଣୀ କଲେ
କି ପରମେଶ୍ୱର ସିୟୋନରେ ଆସିବେ ଓ ସେ ସ୍ୱୟଂ ଶେଷ ଦିନରେ ଆମ୍ଭମାନଙ୍କୁ
ଆପଣା ପଥ ଶିକ୍ଷା ଦେବେ । ଯିଶାଇୟ ଭବିଷ୍ୟବାଣୀ କଲେ
କି ଯିଏ ନୂତନ ନିୟମର ନିସ୍ତାର ପର୍ବ ଦ୍ୱାରା ମାନବ ଜାତିଙ୍କୁ ଅନନ୍ତ ଜୀବନ ଦିଏ,
ସେ ସୁନିଶ୍ଚିତ ରୂପରେ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଦ୍ୱିତୀୟ ଥର ଏହି ପୃଥିବୀରେ ଶରୀରରେ ଆସିଲେ
ଓ ୩୨୫ ଖ୍ରୀଷ୍ଟାବ୍ଦରେ ନଷ୍ଟ ହୋଇଥିବା ନୂତନ ନିୟମର ନିସ୍ତାର ପର୍ବକୁ ପୁନଃସ୍ଥାପିତ କରି
ସିୟୋନର ରାଜା ହେଲେ । ରାଜା ଦାଉଦଙ୍କ ସିଂହାସନର ଭବିଷ୍ୟବାଣୀ ଅନୁସାରେ
୩୭ ବର୍ଷ ନିମନ୍ତେ ଆପଣା ସେବା କାର୍ଯ୍ୟକୁ ସମାପ୍ତ କରିବା ପରେ,
ସେ ସିୟୋନର ଲୋକଙ୍କୁ ଆତ୍ମାଙ୍କ କନ୍ୟା,
ମାତା ପରମେଶ୍ୱରଙ୍କ ସତ୍ୟ ବିଷୟରେ ଶିକ୍ଷା ଦେଲେ ।
ଯେମିତି ପିତର ଯୀଶୁଙ୍କୁ ଏହି ତଥ୍ୟ ଦ୍ୱାରା ଚିହ୍ନିଲେ କି ଯୀଶୁ ଅନନ୍ତ ଜୀବନର ବାକ୍ୟ କହିଲେ,
ଠିକ୍ ସେମିତି ଚର୍ଚ୍ଚ ଅଫ୍ ଗଡ୍ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛି,
ଯେଉଁମାନେ ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କ ଯୁଗରେ ଅନନ୍ତ ଜୀବନର ବାକ୍ୟ କହୁଛନ୍ତି ।
“ଦ୍ୱିତୀୟ ଥର ଆସୁଥିବା ଖ୍ରୀଷ୍ଟଙ୍କୁ ଦାଉଦଙ୍କ ନାମରେ ପୃଥିବୀକୁ ଆସିବାର ଅଛି
ଓ ୩୭ ବର୍ଷ ପର୍ଯ୍ୟନ୍ତ ସୁସମାଚାର ପ୍ରଚାର କରିବା ପରେ ଦେହାନ୍ତ ହେବା ଉଚିତ୍ ।”
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି