ଯିହୂଦୀ ଧର୍ମର ଭୁଲ ସିଦ୍ଧାନ୍ତ ଓ ପୂର୍ବାଗ୍ରହର କାରଣ,
୨,୦୦୦ ବର୍ଷ ପୂର୍ବେ ଯିହୂଦୀମାନେ ଯୀଶୁଙ୍କୁ କ୍ରୁଶରେ ଉଠାଇଲେ
ଯେ ମନୁଷ୍ୟ ରୂପରେ ଆସିଥିଲେ ଓ ଚର୍ଚ୍ଚ ଅଫ୍ ଗଡ୍ ର
ପ୍ରଥମ ଚର୍ଚ୍ଚକୁ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି କହୁଥାଇ ତାଡ଼ନା କଲେ,
କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟ ହୋଇଯାଇଅଛି କି ସତ୍ୟ କ’ଣ ।
ସୃଷ୍ଟିର ସମୟଠାରୁ, ପରମେଶ୍ୱରଙ୍କ “ଆମ୍ଭେମାନେ” ରୂପରେ ଅସ୍ତିତ୍ୱ ଅଛି
-ପିତା ପରମେଶ୍ୱର ଓ ମାତା ପରମେଶ୍ୱର ।
ଏହା ସ୍ପଷ୍ଟ ରୂପରେ ପରମେଶ୍ୱରଙ୍କ ସମସ୍ତ ସୃଷ୍ଟି ଦ୍ୱାରା ଦେଖି ପାରିବା ।
(ଆଦିପୁସ୍ତକ ୧:୨୬-୨୭; ପ୍ରକାଶିତବାକ୍ୟ ୨୨:୧୭; ଗାଲାତୀୟ ୪:୨୬)
ନାଟ୍ୟକାର ଜର୍ଜ ବର୍ଣ୍ଣର୍ଡ ଶାଁ ପୂର୍ବାଗ୍ରହୀ ଆଲୋଚକଙ୍କୁ ଶିକ୍ଷା ଦେଲେ ।
ଏହି ପ୍ରକାର, ଯେଉଁ ଲେକମାନେ ପୂର୍ବାଗ୍ରହୀ ଓ ଲୋକାନଙ୍କ ପୂର୍ବ-ନିର୍ଧାରିତ ଧାରଣାରୁ
ଭାରସାମ୍ୟ ନ ହୋଇ ମାତା ପରମେଶ୍ୱର ନିକଟକୁ ଆସନ୍ତି,
ସେମାନେ ଜୀବନର ଜଳ ପ୍ରାପ୍ତ କରନ୍ତି ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି