ସଦସତ୍ ଜ୍ଞାନଦାୟକ ବୃକ୍ଷ ଏବଂ ଅମୃତ ବୃକ୍ଷ,
ଯାହା ପରମେଶ୍ୱର ଏଦନ ଉଦ୍ୟାନରେ ରଖି ଥିଲେ,
ଏକ ଦୃଷ୍ଟାନ୍ତ ଏବଂ ଏକ ନକଲ ଯାହା ପରମେଶ୍ବର ମାନବଜାତିକୁ
ସ୍ୱର୍ଗରାଜ୍ୟ ବିଷୟରେ ଶିକ୍ଷା ଦେବା ପାଇଁ ସୃଷ୍ଟି କରିଛନ୍ତି ।
କେବଳ ପରମେଶ୍ୱର ହିଁ ଏଦନ ଉଦ୍ୟାନରୁ ଅମୃତ ବୃକ୍ଷର ପଥ ଖୋଲି ପାରିବେ
ଯେ ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି । ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦେବା ପାଇଁ,
ଯୀଶୁ ୨,୦୦୦ ବର୍ଷ ପୂର୍ବେ ନୂତନ ନିୟମର ନିସ୍ତାରପର୍ବ ଦେଇଥିଲେ,
ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏହି ଯୁଗରେ ନୂତନ ନିୟମର ନିସ୍ତାରପର୍ବ ଦେଇଛନ୍ତି ।
ତେଣୁ, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ପରମେଶ୍ୱର ଅଟନ୍ତି ।
ସତ୍ୟ ଖ୍ରୀଷ୍ଟ ନିଶ୍ଚିତ ଭାବରେ ବାଇବଲ ଏବଂ ଭବିଷ୍ୟଦ୍ବକ୍ତାମାନଙ୍କର
ସାକ୍ଷ୍ୟ ଅନୁଯାୟୀ ପ୍ରକଟ ହୁଅନ୍ତି । ଯେପରି ପ୍ରଥମ ଚର୍ଚ୍ଚର ସାଧୁମାନେ
ଯେଉଁଆଡ଼େ ସେମାନେ ଗଲେ, ସେଠାରେ ପ୍ରଚାର କଲେ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ,
ଏହିପରି ଭାବରେ ଆମ୍ଭମାନଙ୍କୁ ପ୍ରଚାର କରିବା ଉଚିତ୍ ଯେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍
ଯେ ଏହି ଯୁଗରେ ନୂତନ ନିୟମର ନିସ୍ତାରପର୍ବ ଆଣିଛନ୍ତି, ସେ ହେଉଛନ୍ତି ଖ୍ରୀଷ୍ଟ ଯିଏ ଦ୍ୱିତୀୟ ଥର ଆସିଛନ୍ତି ।
“ଯେ ମୋହର ମାଂସ ଭୋଜନ କରେ ଓ ମୋହର ରକ୍ତ ପାନ କରେ,
ସେ ଅନନ୍ତ ଜୀବନ ପ୍ରାପ୍ତ ହୁଏ, ଆଉ ମୁଁ ଶେଷ ଦିନରେ ତାହାକୁ ଉତ୍ଥାପନ କରିବି ।
କାରଣ ମୋହର ମାଂସ ପ୍ରକୃତ ଖାଦ୍ୟ ଓ ମୋହର ରକ୍ତ ପ୍ରକୃତ ପେୟ...
ଯେ ମୋତେ ଭୋଜନ କରେ, ସେ ମଧ୍ୟ ମୋ’ ହେତୁ ଜୀବିତ ରହିବ ।”
ଯୋହନ ୬:୫୪-୫୭
“ପୁଣି, ସମୟ ଉପସ୍ଥିତ ହୁଅନ୍ତେ, ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ
ଭୋଜନ କରିବାକୁ ବସିଲେ । ଆଉ, ସେ ସେମାନଙ୍କୁ କହିଲେ,
ମୋହର ଦୁଃଖଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ
ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି;”
ଲୂକ ୨୨:୧୪-୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି