ସେ ସର୍ବଶକ୍ତିମାନ ପରମେଶ୍ୱର ଯିଏ ଆରମ୍ଭରେ, ଆପଣା ଇଚ୍ଛା ଅନୁଯାୟୀ
ସମସ୍ତ ପ୍ରାଣୀମାନଙ୍କ ଉପରେ ଶାସନ କରି ଆକାଶ ଓ ପୃଥିବୀ ସୃଷ୍ଟି କଲେ,
ଆମ୍ଭମାନଙ୍କ ସ୍ୱର୍ଗୀୟ ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ।
ମନୁଷ୍ୟମାନେ ସେମାନଙ୍କର ପାପ ହେତୁ ଶରୀର ଧାରଣ କରିଛନ୍ତି ।
କିନ୍ତୁ, ପାପହୀନ ପରମେଶ୍ୱର କେବଳ ମାନବ ଜାତିର ପରିତ୍ରାଣ ପାଇଁ
ଏହି ପୃଥିବୀକୁ ଆସି ଆପଣା ସ୍ୱୟଂକୁ ସ୍ୱର୍ଗଦୂତମାନଙ୍କଠାରୁ ମଧ୍ୟ ନୂନ୍ୟ କଲେ ।
ସେ ଚର୍ଚ୍ଚ ଅଫ୍ ଗଡ୍ ରେ ଆମ୍ଭମାନଙ୍କୁ ନୂତନ ନିୟମ ମାଧ୍ୟମରେ
ଉଦ୍ଧାରର ପଥ ଦେଖାଇଲେ ।
ଅତଏବ, ସନ୍ତାନମାନେ ରକ୍ତମାଂସର ସହଭାଗୀ ହୋଇଥିବାରୁ ସେ ମଧ୍ୟ ନିଜେ ସେହିପରି ସେଥିର ସହଭାଗୀ ହେଲେ, ଯେପରି ମୃତ୍ୟୁ ଦ୍ଵାରା ମୃତ୍ୟୁର ଅଧିକାରୀକୁ, ଅର୍ଥାତ୍, ଶୟତାନକୁ ବିନାଶ କରନ୍ତି । ଏବ୍ରୀ ୨:୧୪-୧୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି