ଯୀଶୁ ୨,୦୦୦ ବର୍ଷ ପୂର୍ବେ ଗହମର ସତ୍ୟକୁ ବୁଣିଥିଲେ, କିନ୍ତୁ ଶୟତାନ ପୂରା ଦୁନିଆକୁ ଭ୍ରାନ୍ତ କରି ବାଳୁଙ୍ଗା ବୁଣିଲା । ବାଳୁଙ୍ଗା ଓ ଗହମ ଦୁହେଁ ଯୁଗର ଶେଷ ପର୍ଯ୍ୟନ୍ତ ଏକ ସଙ୍ଗରେ ବଢୁଛନ୍ତି । କିନ୍ତୁ, କାଟିବା ସମୟ, ବାଳୁଙ୍ଗାର ଗଛକୁ ଅଗ୍ନି କୁଣ୍ଡରେ ପକାଯିବ ।
କାରଣ ପ୍ରେରିତଙ୍କ ଯୁଗ ପରେ ମିଥ୍ୟା ବୁଣାଯାଇଥିଲା, ଏଥିପାଇଁ କେବଳ ଯେତେବେଳେ ଆମ୍ଭେ ପ୍ରେରିତଙ୍କ ଯୁଗର ସତ୍ୟ ଅର୍ଥାତ୍ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପରି ନୂତନ ନିୟମର ପର୍ବ ପାଳନ କରୁଅଛୁ, ତେବେ ଆମ୍ଭେ ଗହମ ହୋଇ ଓ ଅନନ୍ତ ସ୍ୱର୍ଗୀୟ ଭଣ୍ଡାରରେ ପ୍ରବେଶ କରିବା ।
କାରଣ ଆମ୍ଭେ ମନୁଷ୍ୟଙ୍କ ଜ୍ଞାନର ସହିତ ଶୟତାନର ଚତୁର ଜାଲକୁ ଚିହ୍ନିବାରେ ଅସମର୍ଥ ଅଟୁ, ତେବେ ଆମ୍ଭେ କେବଳ ସତ୍ୟକୁ ତେବେ ପ୍ରାପ୍ତ କରିପାରିବା ଯେତେବେଳେ ଆମ୍ଭେ ସେହି ପରମେଶ୍ୱରଙ୍କ ସହିତ ସାକ୍ଷାତ ହେଉ ଯେ ଦାଉଦଙ୍କ ମୂଳ ରୂପରେ ଆସୁଛନ୍ତି ।
ଏହି ଯୁଗରେ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ରାମ ଦିନ ଓ ନିସ୍ତାର ପର୍ବ ପରି ପ୍ରେରିତଙ୍କ ଯୁଗର ସତ୍ୟକୁ ପାଳନ କରିବାରେ ଏଥିପାଇଁ ସକ୍ଷମ ଅଟେ, କାରଣ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଦାଉଦଙ୍କ ମୂଳ ରୂପରେ ଆସିଲେ ଓ ସମସ୍ତ ସତ୍ୟ ପୁନଃସ୍ଥାପିତ କଲେ ।
“ସେହି ପୁସ୍ତକ ଫିଟାଇବାକୁ କି ତାହା ପ୍ରତି ଦୃଷ୍ଟି କରିବାକୁ ଯୋଗ୍ୟ କେହି ନ ମିଳିବାରୁ ମୁଁ ଅତିଶୟ ରୋଦନ କଲି...ଦେଖ, ଯେ ଯିହୁଦା ବଂଶଜାତ ସିଂହ ଓ ଦାଉଦଙ୍କ ମୂଳ, ସେ ପୁସ୍ତକର ସପ୍ତ ମୁଦ୍ରା ଭାଙ୍ଗି ତାହା ଫିଟାଇବା ନିମନ୍ତେ ବିଜୟୀ ହୋଇଅଛନ୍ତି ।” ପ୍ରକାଶିତ ବାକ୍ୟ ୫:୪-୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି