ବାଳୁଙ୍ଗାର ଦୃଷ୍ଟାନ୍ତ ଦ୍ୱାରା, ଯୀଶୁ ଆମ୍ଭମାନଙ୍କୁ ଦେଖାଇଛନ୍ତି କି ଦୁନିଆରେ ଶେଷ ସମୟ ପର୍ଯ୍ୟନ୍ତ ସତ୍ୟ ଓ ମିଥ୍ୟା(ଅଧର୍ମ) ସଙ୍ଗେ ସଙ୍ଗେ ରହିବ ଓ ଏହା ମଧ୍ୟ କି ଶେଷରେ କେବଳ ନୂତନ ନିୟମ ପାଳନ କରିବା ଲୋକଙ୍କୁ ପରମେଶ୍ୱରଙ୍କ ଲୋକ ହିଁ ଗହମ ରୂପରେ ସ୍ୱର୍ଗର ଚମତ୍କାର ରାଜ୍ୟରେ ପ୍ରବେଶ କରିବେ ।
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଭବିଷ୍ୟସୂଚକ ଦାଉଦ ଓ ପାଳକ ରୂପରେ ଆସିଲେ ସେପର୍ଯ୍ୟନ୍ତ କେହି ମଧ୍ୟ ପାପ କ୍ଷମାର ଆଶିର୍ବାଦ ଓ ଉଦ୍ଧାର ପ୍ରାପ୍ତ କରି ପାରି ନ ଥାଆନ୍ତା ଯେପର୍ଯ୍ୟନ୍ତ ଏହି ପୃଥିବୀରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଭବିଷ୍ୟସୂଚକ ଦାଉଦଙ୍କ ରୂପରେ ଆସି ନୂତନ ନିୟମ ସ୍ଥାପିତ କରିନାହାନ୍ତି ଓ ଏକ ପାଳକ ରୂପରେ ଆପଣା ହଜିଯାଇଥିବା ମେଷଗଣର ନେତୃତ୍ୱ ମାତା ପରମେଶ୍ୱରଙ୍କ ଆଡ଼କୁ କରି ନାହାନ୍ତି ।
“ପ୍ରଭୁ ସଦାପ୍ରଭୁ କହନ୍ତି, ଆମ୍ଭେ ନିଜେ ଆପଣା ମେଷଗଣକୁ ଚରାଇବା ଓ ଆମ୍ଭେ ସେମାନଙ୍କୁ ଶୟନ କରାଇବା ।” ଯିହିଜିକଲ ୩୪:୧୫
“ଏହି ପାନପାତ୍ର ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ ।” ଲୂକ ୨୨:୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି