ଯେପରି ଯୀଶୁ ବାଇବଲର ଭବିଷ୍ୟବାଣୀ ପୂରଣ କରିବା ପାଇଁ ଧରାଇ ଦିଆଗଲା,
ସେହିଭଳି ବାଇବଲର ସମସ୍ତ ବାକ୍ୟ ଅସଫଳ ବିନା ପୂରା ହୁଏ ।
ଯେପରି ବାଇବଲରେ ଭବିଷ୍ୟବାଣୀ କରାଯାଇଥିଲା, ସେହି ପ୍ରକାର
ଚର୍ଚ୍ଚ ଅଫ୍ ଗଡ୍ ମାଧ୍ୟମରେ ନୂତନ ନିୟମର ସୁସମାଚାର
ଯାହାର ଆଜ୍ଞା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଦେଇଛନ୍ତି,
ସମଗ୍ର ବିଶ୍ୱରେ ପ୍ରଚାର କରାଯାଉଅଛି ।
ଯେପର୍ଯ୍ୟନ୍ତ ଭବିଷ୍ୟବାଣୀକୁ ପୂରା କରିବାକୁ ଦୃଢ଼ ବିଶ୍ୱାସ ଏବଂ ଲକ୍ଷ୍ୟ ରଖୁ,
ସେପର୍ଯ୍ୟନ୍ତ ଆମ୍ଭେ ଯେକୌଣସି ପରିସ୍ଥିତିରେ ପବିତ୍ର ଆତ୍ମାଙ୍କର ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ ପୂରା କରିପାରିବା ।
ଏଥିରେ ଭାବବାଣୀ ଆମ୍ଭମାନଙ୍କ ନିକଟରେ ଅଧିକ ଦୃଢ଼ ହୋଇଅଛି; ତୁମ୍ଭେମାନେ ତାହା ଅନ୍ଧକାରମୟ ସ୍ଥାନରେ ପ୍ରଜ୍ଵଳିତ ହେଉଥିବା ପ୍ରଦୀପ ସଦୃଶ ମନେ କରି ରାତି ପାହାନ୍ତା ନ ହେବା ପର୍ଯ୍ୟନ୍ତ ଓ ତୁମ୍ଭମାନଙ୍କ ହୃଦୟରେ ପ୍ରଭାତୀ ତାରା ଉଦିତ ନ ହେବା ପର୍ଯ୍ୟନ୍ତ ତାହା ପ୍ରତି ମନୋଯୋଗ କଲେ ଭଲ ହେବ । ୨ପିତର ୧:୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି