ଠିକ୍ ସେହି ପ୍ରକାରେ ସ୍ୱର୍ଗର ରାଜ୍ୟରେ ପ୍ରବେଶ କରିବା ପାଇଁ ମଧ୍ୟ
ଆମ୍ଭମାନଙ୍କୁ ସ୍ୱର୍ଗୀୟ ନାଗରିକତା ଦରକାର ।
ବାଇବଲ ଆମ୍ଭମାନଙ୍କୁ କହିଥାଏ କି ସ୍ୱର୍ଗରେ ପ୍ରବେଶ କରିବାର ଯୋଗ୍ୟତା
ନୂତନ ନିୟମର ନିସ୍ତାର ପର୍ବ ଅଟେ ।
ଯେମିତି ଆମ୍ଭେମାନେ ଦୃଶ୍ୟ ଦୁନିଆର ଅସ୍ତିତ୍ୱ ଉପରେ ବିଶ୍ୱାସ କରୁ, ସେହି ପ୍ରକାର ଆମ୍ଭେମାନେ ଅଦୃଶ୍ୟ ଦୁନିଆର ଅସ୍ତିତ୍ୱ ଉପରେ ମଧ୍ୟ ବିଶ୍ୱାସ କରିବା ଉଚିତ୍ । ଯେବେ ପରମେଶ୍ୱର କହିଲେ, “ମୁଁ ଦୁନିଆକୁ ଜଳ ଦ୍ୱାରା ନଷ୍ଟ କରିଦେବି”, ଯାହାର ଅନୁଭବ ନୋହ କେବେ କରି ନ ଥିଲା ତେବେ ସେ ପରମେଶ୍ୱରଙ୍କ ବାକ୍ୟ ଉପରେ ବିଶ୍ୱାସ କଲା । ପ୍ରଥମ ଚର୍ଚ୍ଚର ବିଶ୍ୱାସୀମାନେ ଉତ୍ପୀଡ଼ନରେ ମଧ୍ୟ ସ୍ୱର୍ଗର ଆଶା ଛାଡ଼ିଲେ ନାହିଁ ।
ଆମ୍ଭମାନଙ୍କୁ ଆତ୍ମା ଓ କନ୍ୟା ରୂପେ ଆସିଥିବା ପିତା ପରମେଶ୍ୱର ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର ଉପରେ ବିଶ୍ୱାସ କରୁଥାଇ ପରମେଶ୍ୱରଙ୍କ ଆଜ୍ଞା ଅନୁସାରେ ନିସ୍ତାର ପର୍ବ ପାଳନ କରିବା ଦରକାର । ତେବେ ଯାଇ ଆମ୍ଭେମାନେ ପ୍ରେରିତ ପାଉଲଙ୍କ ସମାନ ନୂତନ ନିୟମ ଦ୍ୱାରା ସ୍ୱର୍ଗୀୟ ନାଗରୀକତା ପ୍ରାପ୍ତ କରିପାରିବା ।
ବିଶ୍ଵାସ ପ୍ରତ୍ୟାଶିତ ବିଷୟର ମୂଳଭୂମି ଓ ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ । ତଦ୍ଦ୍ଵାରା ପ୍ରାଚୀନମାନେ
ତ ସୁଖ୍ୟାତି ଲାଭ କଲେ... ଆଉ ବିଶ୍ଵାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ ।
ଏବ୍ରୀ ୧୧:୧-୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି