ଯେତେବେଳେ ଆମ୍ଭେମାନେ ଆପଣା ବିଶ୍ୱାସର ଜୀବନରେ ସମସ୍ୟାକୁ ସାମ୍ନା କରୁ
ତେବେ ଆମ୍ଭେମାନେ ସମାଧାନ କେଉଁଠି ଖୋଜି ପାରିବା?
ପରମେଶ୍ୱରଙ୍କ ପାଖରେ ପ୍ରତ୍ୟେକ ବିଷୟର ଉତ୍ତର ଅଛି ।
ଯେଉଁ ପ୍ରକାର ସନ୍ତାନ ଆପଣା ମାତାଠାରୁ ସମାଧାନ ପାଏ,
ସେହି ପ୍ରକାର ମନୁଷ୍ୟଙ୍କୁ ମଧ୍ୟ ମାତା ପରମେଶ୍ୱରଙ୍କୁ ଖୋଜି
ତାଙ୍କଠାରୁ ସମାଧାନ ପଚାରିବା ଦରକାର ।
ଯେଉଁମାନେ ଜାଣନ୍ତି କି ପରମେଶ୍ୱରଙ୍କ ପାଖରେ ମାନବଜାତିଙ୍କ ଉଦ୍ଧାରର ଉତ୍ତର ଅଛି
ସେମାନେ ସର୍ବଦା ମାତା ପରମେଶ୍ୱରଙ୍କ ଖୋଜନ୍ତି
ଓ ତାଙ୍କଠାରେ ପ୍ରାର୍ଥନା କରି ସମାଧାନ ପଚାରନ୍ତି ।
ସଦାପ୍ରଭୁଙ୍କ ବିଷୟକ ଭୟ ଜ୍ଞାନର ଆରମ୍ଭ, ପୁଣି ଧର୍ମସ୍ୱରୂପଙ୍କ ବିଷୟକ ଜ୍ଞାନ ସୁବିବେଚନା ଅଟେ । ହିତୋପଦେଶ ୯:୧୦
ଅନେକ ଲୋକମାନେ ଯୀଶୁଙ୍କ ଲୁଗାକୁ ଛୁଇଁଲେ, କିନ୍ତୁ ସେମାନଙ୍କ ସହିତ
କିଛି ମଧ୍ୟ ହେଲା ନାହିଁ । ଇସ୍ରାଏଲରେ ଅନେକ କୁଷ୍ଠି ଥିଲେ,
କିନ୍ତୁ ସେହି ସମସ୍ତଙ୍କୁ ଆରୋଗ୍ୟ କରାଗଲା ନାହିଁ ।
କେବଳ ରକ୍ତସ୍ରାବ ହେବାର ରୋଗରେ ପୀଡ଼ିତ ସ୍ତ୍ରୀ ଓ ନାମାନ୍
ଯେଉଁମାନେ ଯୀଶୁଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ଥିଲେ,
ପରମେଶ୍ୱରଙ୍କ ଦ୍ୱାରା ଆରୋଗ୍ୟର ଅନୁଗ୍ରହ ପ୍ରାପ୍ତ କରି ପାରିଲେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି