୨୦୦୦ ବର୍ଷ ପୂର୍ବେ ଅନେକ ଲୋକମାନଙ୍କ ମଧ୍ୟ ଯେଉଁମାନେ ଯୀଶୁଙ୍କୁ ଭେଟିଥିଲେ,
ଶତସେନାପତି ଓ ରକ୍ତସ୍ରାବରେ ପୀଡ଼ିତ ସ୍ତ୍ରୀ ଆଶୀର୍ବାଦ
ପ୍ରାପ୍ତ କରି ପାରିଲେ କାରଣ ସେମାନେ ଯୀଶୁଙ୍କୁ ଉଦ୍ଧାରକର୍ତ୍ତାଙ୍କ ରୂପରେ
ଗ୍ରହଣ କରିଥିଲେ ଏବଂ ଆଶୀର୍ବାଦ ପ୍ରାପ୍ତ କରିବାର ସୁଯୋଗକୁ ହରାଇଲେ ନାହିଁ ।
ଯେଉଁମାନେ ପବିତ୍ର ଆତ୍ମା ଯୁଗରେ ବାସ କରନ୍ତି ସେମାନଙ୍କୁ ଆଶୀର୍ବାଦ
ପ୍ରାପ୍ତ କରିବାର ସୁଯୋଗକୁ ହାତଛଡ଼ା ନକରିବାକୁ, ଚର୍ଚ୍ଚ ଅଫ୍ ଗଡ୍ ଅର୍ଥାତ୍
ସିୟୋନରେ, ଯେଉଁଠାରେ ସ୍ୱର୍ଗୀୟ ମାତା ବାସ କରନ୍ତି,
ପିତର ଏବଂ ଯୋହନଙ୍କ ପରି ସମ୍ପୂର୍ଣ୍ଣ ବିଶ୍ୱାସର ସହିତ
ସେମାନଙ୍କୁ ପରମେଶ୍ୱରଙ୍କ ଦ୍ୱାରା ଦିଆଯାଇଥିବା ମିଶନକୁ ପୂରା କରିବା ଉଚିତ୍ ।
ଯୀଶୁ ସେମାନଙ୍କୁ କହିଲେ, “ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।” ସେଥିରେ ସେମାନେସେହିକ୍ଷଣି ଜାଲ ଛାଡ଼ି ତାହାଙ୍କର ଅନୁଗମନ କଲେ । ମାଥିଉ ୪:୧୯-୨୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି