ଆମ୍ଭମାନଙ୍କୁ ଏହା ଅନୁଭବ କରିବା ଉଚିତ୍ କି ଆମ୍ଭମାନଙ୍କ ଜୀବନକୁ ବଜାୟ ରଖିବା ପାଇଁ ଆବଶ୍ୟକ
ସମସ୍ତ ବସ୍ତୁ ଏବଂ ଜ୍ଞାନ, ବୁଦ୍ଧି, ଓ ଶକ୍ତି ଯାହାକୁ କାହାରି କ୍ଷମତା ବୋଲି ମାନ୍ୟତା ଦିଆଯାଏ,
ସେ ସମସ୍ତ ବାସ୍ତବରେ ପରମେଶ୍ୱରଙ୍କ ଦ୍ୱାରା ପ୍ରଦାନ କରାଯାଇଅଛି,
ଆଉ ପ୍ରତ୍ୟେକ ସମୟ ତାହାଙ୍କ କୃପା ନିମନ୍ତେ ତାଙ୍କୁ ଧନ୍ୟବାଦ ଦେବା ଉଚିତ୍ ।
ଯେମିତି ପରମେଶ୍ୱର ଶଲୋମନଙ୍କୁ ଜ୍ଞାନ ଦେଲେ
ଏବଂ ପ୍ରେରିତ ପାଉଲଙ୍କୁ ସୁସମାଚାର ର ପ୍ରଚାର କରିବାର ଉତ୍ସାହ ଦେଲେ,
ଲୋକମାନଙ୍କୁ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା ରେ ଆସିବା ଉଚିତ୍
ଯାହା ଫଳରେ ସେମାନେ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରି ପାରିବେ
ଏବଂ ନୂତନ ନିୟମର ଆଶୀର୍ବାଦ ପ୍ରାପ୍ତ କରି ପାରିବେ ।
କାରଣ କିଏ ତୁମ୍ଭକୁ ଶ୍ରେଷ୍ଠ କରିଅଛି? ଆଉ, ଯାହା ତୁମ୍ଭେ ଦାନ ସ୍ଵରୂପେ ପାଇ ନାହଁ,
ଏପରି ତୁମ୍ଭର କଅଣ ଅଛି? କିନ୍ତୁ ଯଦି ତୁମ୍ଭେ ତାହା ଦାନ ସ୍ଵରୂପେ ପାଇଅଛ,
ତେବେ ତାହା ଦାନ ସ୍ଵରୂପେ ପାଇ ନ ଥିଲା ପରି କାହିଁକି ଗର୍ବ କରୁଅଛ?
୧କରିନ୍ଥୀୟ ୪:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି