ମୋଶା ଏବଂ ହାରୋଣ ଜଙ୍ଗଲରେ ୪୦ ବର୍ଷର ଯାତ୍ରା ଶେଷରେ କିଣାନ ଦେଶରେ ପ୍ରବେଶ କରିବାରେ ବିଫଳ ହେଲେ,
ଏବଂ ନବୂଖଦ୍ନିତ୍ସର ସାତ ବର୍ଷ ପର୍ଯ୍ୟନ୍ତ ବନ୍ୟ ପଶୁ ପରି ରହିଲା,
ଏବଂ ହେରୋଦଙ୍କ ଏକ ଦୟନୀୟ ମୃତ୍ୟୁ ହେଲା । ଏହି ସବୁ ଏହେତୁ ଘଟିଲା କାରଣ ସେମାନେ
ପରମେଶ୍ୱରଙ୍କ ପବିତ୍ରତାକୁ ନୁହେଁ, କିନ୍ତୁ ନିଜର ଗୌରବକୁ ପ୍ରକାଶ କଲେ ।
ଦାନିୟେଲ ଏବଂ ପିତରଙ୍କ ପରି,
ଯେଉଁମାନେ ସର୍ବଦା ପରମେଶ୍ୱରଙ୍କ ପବିତ୍ରତା ପ୍ରକାଶ କଲେ ଏବଂ ଧନ୍ୟ ହେଲେ,
ଆମ୍ଭମାନଙ୍କୁ ପବିତ୍ର ଆତ୍ମାଙ୍କ ଯୁଗରେ ସୁସମାଚାରର ଜ୍ଞାନୀ ଭବିଷ୍ୟଦ୍ବକ୍ତାଙ୍କ ଭାବରେ
ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କର ପବିତ୍ରତାକୁ ପ୍ରଦର୍ଶନ କରିବା ଉଚିତ୍ ।
“... ସ୍ଵର୍ଗୀୟ ବାଣୀ ହେଲା, “ହେ ରାଜନ୍ ନବୂଖଦ୍ନିତ୍ସର, ତୁମ୍ଭକୁ ଏହି କଥା କୁହାଯାଉଅଛି, ତୁମ୍ଭଠାରୁ ରାଜ୍ୟ ଗଲା । ... ଶେଷରେ ଯେ ସର୍ବୋପରିସ୍ଥ, ସେ ଯେ ମନୁଷ୍ୟମାନଙ୍କ ରାଜ୍ୟରେ କର୍ତ୍ତୃତ୍ଵ କରନ୍ତି ଓ ଯାହାକୁ ତାହାଙ୍କର ଇଚ୍ଛା, ତାହାକୁ ସେ ତାହା ଦିଅନ୍ତି, ଏହା ତୁମ୍ଭେ ଜାଣିବ ।” ଦାନିୟେଲ ୪:୩୧-୩୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି