ସଠିକ୍ ଜ୍ଞାନ ସହିତ ପରମେଶ୍ୱରଙ୍କୁ ଆରାଧନା ଏବଂ ପ୍ରଶଂସା କରିବା ମାନବଜାତିକୁ ପରିତ୍ରାଣକୁ ମାର୍ଗଦର୍ଶନ କରିଥାଏ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ ବାଇବଲରେ ଦିଆଯାଇଥିବା ପ୍ରମାଣ ମାଧ୍ୟମରେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ “ଆମ୍ଭେମାନେ” ଯିଏକି ଆଦ୍ୟରେ ନର ଏବଂ ନାରୀ ସୃଷ୍ଟି କରିଥିଲେ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କୁ ସୂଚିତ କରିଥାଏ, ଏବଂ ସେମାନେ ପ୍ରକୃତ ସୃଷ୍ଟିକର୍ତ୍ତା ଏଲୋହିମ ପରମେଶ୍ୱରଙ୍କୁ ଆରାଧନା, ପ୍ରାର୍ଥନା ଏବଂ ପ୍ରଶଂସା କରନ୍ତି ।
ଏହି ଭବିଷ୍ୟବାଣୀ ଯେ ସିୟୋନରେ ପରମେଶ୍ୱର ନୂତନ ନିୟମ ସ୍ଥାପନ କରିବେ, ସେଠାରେ ପାପରୁ କ୍ଷମା ଦେବେ, ଏବଂ ଜଗତରେ ପ୍ରଶଂସା ପ୍ରାପ୍ତ କରିବା ନିମନ୍ତେ ଯିରୁଶାଲମ ସ୍ଥାପନ କରିବେ, ସମସ୍ତ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ଦ୍ବାରା ପୂର୍ଣ୍ଣ ହେଉଅଛି, ଯିଏକି ଏହି ଯୁଗରେ ଆସିଅଛନ୍ତି ।
“ହେ ଯିରୂଶାଲମ, ଆମ୍ଭେ ତୁମ୍ଭ ପ୍ରାଚୀର ଉପରେ ପ୍ରହରୀଗଣ ନିଯୁକ୍ତ କରିଅଛୁ; ସେମାନେ ଦିନ କି ରାତି କଦାଚ ନୀରବ ନୋହିବେ ।”
“ହେ ସଦାପ୍ରଭୁଙ୍କୁ ସ୍ମରଣ କରାଇବା ଲୋକମାନେ, ସେ ଯେପର୍ଯ୍ୟନ୍ତ ଯିରୂଶାଲମକୁ ସ୍ଥାପନ ନ କରନ୍ତି ଓ ପୃଥିବୀ ମଧ୍ୟରେ ତାହାକୁ ପ୍ରଶଂସାର ପାତ୍ର ନ କରନ୍ତି, ସେପର୍ଯ୍ୟନ୍ତ ତୁମ୍ଭେମାନେ ବିଶ୍ରାମ କର ନାହିଁ, କି ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ ।”
ଯିଶାଇୟ ୬୨:୬-୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି