ପୁରାତନ ନିୟମର ବଳିଦାନରେ ପାପୀମାନଙ୍କ ଅନୁତାପ ଓ ପରମେଶ୍ୱରଙ୍କ ପ୍ରାୟଶ୍ଚିତ ଅଛି ।
ଆଦମ ଓ ହବା ପାପ କରିବା ପରେ, ପରମେଶ୍ୱର କୟିନ ଓ ହେବଲଙ୍କୁ
ବଳିଦାନର ଦାନ ଉତ୍ସର୍ଗ କରିବାର ଅନୁମତି ଦେଲେ ଯାହାଦ୍ୱାରା ସେମାନେ ପୁନର୍ବାର ଜୀବନ ବୃକ୍ଷ
ନିକଟକୁ ଯାଇ ପାରିଥାଆନ୍ତେ । ବଳିଦାନ ମୋଶାଙ୍କ ସମୟ ପର୍ଯ୍ୟନ୍ତ ଚାଲିଲା
ଆଉ ନୂତନ ନିୟମରେ ତାହା ଆରାଧନା ରୂପରେ ପରିବର୍ତ୍ତନ ହେଲା ।
ଆରାଧନା ବିନା ଯାହା ଆମ୍ଭେ ପରମେଶ୍ୱରଙ୍କ ଦେଉ,
ଆମ୍ଭମାନଙ୍କୁ ପାପର କ୍ଷମା ଦିଆଯାଇ ପାରିବ ନାହିଁ ।
ପୁରାତନ ନିୟମର ସମସ୍ତ ଆରାଧନାରେ ପାପୀମାନଙ୍କ ବଦଳରେ ପଶୁମାନଙ୍କ ରକ୍ତ ନିର୍ଗତ କରାଯାଉଥିଲା ।
କିନ୍ତୁ, ନୂତନ ନିୟମରେ ଯୀଶୁ ପାପବଳି ରୂପରେ ସ୍ୱୟଂକୁ ବଳିଦାନ କଲେ ।
ଏଥିପାଇଁ, ଆମ୍ଭମାନଙ୍କୁ ଯୀଶୁଙ୍କ ବଳିଦାନ ଦ୍ୱାରା ସ୍ଥାପିତ ହୋଇଥିବା ସମସ୍ତ ଆରାଧନା
ଆତ୍ମା ଓ ସତ୍ୟରେ କରିବା ଉଚିତ୍ ।
ଏହି ତଥ୍ୟ କି ଯୀଶୁ ମହାଯାଜକ ହେଲେ, ଅର୍ଥ
କି ଆମ୍ଭମାନଙ୍କୁ ଆରାଧନା କରିବା ଜାରି ରଖିବା ଉଚିତ୍ ।
ଚର୍ଚ୍ଚ ଅଫ୍ ଗଡ୍ ର ସମସ୍ତ ସଦସ୍ୟ ବିଶ୍ରାମ ଦିମ ଓ ନିସ୍ତାର ପର୍ବ ପରି ସମସ୍ତ ଆରାଧନା
ପାଳନ କରୁଛନ୍ତି ଓ ସେମାନେ ପାପର କ୍ଷମା ଓ ସ୍ୱର୍ଗର ଆଶା ଆଡ଼କୁ,
ଯାହା ପରମେଶ୍ୱର ଆମ୍ଭମାନଙ୍କୁ ପ୍ରତିଜ୍ଞା କରିଛନ୍ତି ଯାଉଅଛନ୍ତି ।
...ପୁଣି ସିଦ୍ଧ ହୋଇ ନିଜ ଆଜ୍ଞାକାରୀମାନଙ୍କ ପ୍ରତି ଅନନ୍ତ ପରିତ୍ରାଣର
କାରଣ ସ୍ଵରୂପ ହେଲେ; ଏହେତୁ ସେ ଈଶ୍ଵରଙ୍କ କର୍ତ୍ତୃକ ମଲକୀଷେଦକଙ୍କ
ସଦୃଶ ମହାଯାଜକ ବୋଲି ନାମ ପ୍ରାପ୍ତ ହେଲେ । ଏବ୍ରୀ ୫:୯−୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି