ଠିକ୍ ଯେପରି ଆଦମ ଏବଂ ହବା ସଦସତ୍ ଜ୍ଞାନଦାୟକ ବୃକ୍ଷରୁ ଖାଇବାର ପାପ ହେତୁ ଏଦନ ଉଦ୍ୟାନର ଗୌରବ ହରାଇଥିଲେ, ସେହିପରି ମାନବଜାତି ସ୍ୱର୍ଗରେ ସେମାନଙ୍କର ପାପ ହେତୁ ସମସ୍ତ ଗୌରବ ହରାଇଥିଲେ ଏବଂ ଏହି ପୃଥିବୀକୁ ନିକ୍ଷେପ କରାଯାଇଥିଲେ । ମାନବଜାତି ସେମାନଙ୍କ ପାପ ହେତୁ ପରମେଶ୍ୱରଙ୍କଠାରୁ ଅଲଗା ହୋଇଯାଇଥିଲେ, କିନ୍ତୁ ପରମେଶ୍ୱର ବିଶ୍ରାମ ଦିନ ଏବଂ ନିସ୍ତାରପର୍ବ ସହିତ ତିନି ସମୟର ସାତଟି ପର୍ବ ମାଧ୍ୟମରେ ତାହାଙ୍କର ଆରାଧନା କରିବାକୁ ଏବଂ ପାପ କ୍ଷମା କରିବାର ଏକ ଉପାୟ ପ୍ରଦାନ କରିଛନ୍ତି ।
ଆମ୍ଭେମାନେ ବାଇବଲରେ ନିଶ୍ଚିତ କରି ପାରିବା ଯେ ହେବଲଙ୍କ ବଳିଦାନ, ଯାହାକି ପରମେଶ୍ୱରଙ୍କୁ ସନ୍ତୁଷ୍ଟ କରିଥିଲା, ଏହାର ସଙ୍କେତ ଥିଲା ଯେ ଖ୍ରୀଷ୍ଟ କ୍ରୁଶରେ ତାହାଙ୍କ ରକ୍ତ ଝରାଇ ମାନବଜାତିର ପାପକୁ କ୍ଷମା କରିବେ । ରକ୍ତର ବଳିଦାନ, ଅର୍ଥାତ୍ ଆରାଧନା ମାଧ୍ୟମରେ, ମାନବଜାତି ପରମେଶ୍ୱରଙ୍କ ନିକଟତର ହୋଇପାରିବେ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱରଙ୍କ ପୁତ୍ର ଏବଂ କନ୍ୟା ଭାବରେ ପରମେଶ୍ୱରଙ୍କ ପରିବାରର ଏକ ଅଂଶ ହୋଇପାରିବେ ।
କିନ୍ତୁ ପୂର୍ବେ ଦୂରରେ ଥିଲ ଯେ ତୁମ୍ଭେମାନେ, ତୁମ୍ଭେମାନେ ଏବେ ଖ୍ରୀଷ୍ଟ ଯୀଶୁଙ୍କଠାରେ ତାହାଙ୍କ ରକ୍ତ ଦ୍ଵାରା ନିକଟସ୍ଥ ହୋଇଅଛ । ଅତଏବ, ତୁମ୍ଭେମାନେ ଆଉ ବିଦେଶୀ ବା ପ୍ରବାସୀ ନୁହଁ, କିନ୍ତୁ ସାଧୁମାନଙ୍କ ସହିତ ସହନାଗରିକ ଓ ଈଶ୍ଵରଙ୍କ ପରିବାରଭୁକ୍ତ ଅଟ; ଏଫିସୀୟ ୨:୧୩,୧୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି