୨୦୦୦ ବର୍ଷ ପୂର୍ବେ ହୋଇଥିବା ଯୀଶୁଙ୍କ ସ୍ୱର୍ଗାରୋହଣର ଐତିହାସିକ ଘଟଣା ଦ୍ୱାରା,
ପରମେଶ୍ୱର ଆମ୍ଭମାନଙ୍କୁ ସ୍ୱର୍ଗାରୋହଣର ଆଶା ଅର୍ଥାତ୍ ପରମେଶ୍ୱରଙ୍କ ଶକ୍ତି ଦ୍ୱାରା
ପରିବର୍ତ୍ତନ ହୋଇ ପ୍ରଭୁଙ୍କ ସହିତ ଶୂନ୍ୟମଣ୍ଡଳରେ ସାକ୍ଷାତ ହେବାର ଜୀବିତ ଆଶା ଦେଇଛନ୍ତି ।
ହନୋକ ସର୍ବଦା ପରମେଶ୍ୱରଙ୍କ ସହିତ ଗମନା ଗମନ କଲେ, ଆଉ ପରମେଶ୍ୱରଙ୍କୁ
ପ୍ରସନ୍ନ କରୁଥିବା ବ୍ୟକ୍ତି ରୂପରେ ସାକ୍ଷ୍ୟ ପାଇଁ ସ୍ୱର୍ଗକୁ ଅନ୍ତର୍ହିତ ହେଲେ ।
ନୋହ ମଧ୍ୟ ପ୍ରତ୍ୟେକ ସମୟ ପରମେଶ୍ୱରଙ୍କ ସହିତ ଗମନା ଗମନ କଲେ, ଆଉ ଜଳ ପ୍ରଳୟର ନ୍ୟାୟରୁ
ଉଦ୍ଧାର ପ୍ରାପ୍ତ କଲେ । ଇଲୀଶାୟ ଶେଷ ପର୍ଯ୍ୟନ୍ତ ଅର୍ଥାତ୍ ଏଲୀୟଙ୍କ ସ୍ୱର୍ଗ ନୀତ ହେବାର
ଦିନ ପର୍ଯ୍ୟନ୍ତ ତାହାର ଅନୁସରଣ କଲା ଓ ଭାବବୀଦୀଙ୍କ ରୂପରେ ତାହାଙ୍କ ସ୍ଥାନ ନେଲା ।
ଆଜି, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ସ୍ୱର୍ଗାରୋହଣର ଆଶା ଦ୍ୱାରା ପିତା ଆନ୍ ସାଙ୍ଗ୍ ହୋଙ୍ଗ୍
ଓ ମାତା ପରମେଶ୍ୱରଙ୍କ ସହିତ ସୁସମାଚାର ପଥରେ ଚାଲୁଥାଇ
ଅନୁତାପର ଜୀବନ ଯାପନ କରୁଅଛନ୍ତି ଯାହାଦ୍ୱାରା ପରମେଶ୍ୱର ପ୍ରସନ୍ନ ହୁଅନ୍ତି ।
ବିଶ୍ଵାସ ଦ୍ଵାରା ହନୋକ ମୃତ୍ୟୁ ଭୋଗ ନ କରି ଅନ୍ତର୍ହିତ ହେଲେ
...ସେ ଯେ ଈଶ୍ଵରଙ୍କର ସନ୍ତୋଷପାତ୍ର,
ଅନ୍ତର୍ହିତ ହେବା ପୂର୍ବେ ସେଥିର ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ; [ଏବ୍ରୀ ୧୧:୫]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି