ପରମେଶ୍ୱର ମୋଶାଙ୍କୁ ଦ୍ୱିତୀୟ ଦଶ ଆଜ୍ଞାକୁ ରଖିବା ପାଇଁ କୁଟୀର ନିର୍ମାଣ କରିବାକୁ ଆଜ୍ଞା ଦେଲେ । ଯେତେବେଳେ ଲୋକମାନଙ୍କୁ ସେମାନଙ୍କ ପାପର ଅନୁଭବ ହେଲା ଯାହାର ପରିଣାମ ସ୍ୱରୂପ ପ୍ରଥମ ଦଶ ଆଜ୍ଞା ଭାଙ୍ଗିଗଲା, ସେମାନେ ଅନୁତାପ କଲେ ଏବଂ ସ୍ବେଚ୍ଛାକୃତ ଭାବରେ କୁଟୀର ପାଇଁ ସାମଗ୍ରୀ ଆଣିଲେ । ଏହା ପତ୍ରକୁଟୀର ପର୍ବର ଉତ୍ପତ୍ତି ହେଲା ।
ଏହା ପରେ, ସେମାନେ ସମସ୍ତ ପ୍ରକାର ବୃକ୍ଷର ଶାଖାର ଉପଯୋଗ କରି ମନ୍ଦିର ପ୍ରାଙ୍ଗଣରେ କିମ୍ବା ମନ୍ଦିରର ଛାତ ଉପରେ କୁଟୀର ମିର୍ମାଣ କଲେ ।
ପତ୍ରକୁଟୀର ପର୍ବ ହେଉଛି ସେହି ଦିନ ଯେତେବେଳେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ମାତା ପରମେଶ୍ୱର ଆପଣା ସମସ୍ତ ଲୋକଙ୍କୁ ଏକ ସଙ୍ଗରେ ଏକତ୍ର କରନ୍ତି । ମାନବଜାତିକୁ ପରମେଶ୍ବରଙ୍କୁ ଧନ୍ୟବାଦ ଦେବା ଉଚିତ ଯିଏ ସେମାନଙ୍କୁ କ୍ଷମା ଦେଇଛନ୍ତି ଏବଂ ସେମାନଙ୍କୁ ସେମାନଙ୍କର ପାପରୁ ରକ୍ଷା କରିଛନ୍ତି । ଏବଂ ଶେଷବୃଷ୍ଟି ପବିତ୍ର ଆତ୍ମା ଦ୍ୱାରା ଯାହା ସେମାନେ ପ୍ରାପ୍ତ କଲେ, ସେମାନଙ୍କୁ ସାରା ଦୁନିଆର ସମସ୍ତ ସ୍ୱର୍ଗୀୟ ପରିବାରର ସଦସ୍ୟମାନଙ୍କୁ ଖାଜିବା ଉଚିତ୍ ଯେଉଁମାନେ ସ୍ୱର୍ଗୀୟ ଯିରୁଶାଲମ ମନ୍ଦିରର ସାମର୍ଗୀ ଅଟନ୍ତି ।
ତୁମ୍ଭେମାନେ ଏହି କଥା କହିବା ହେତୁରୁ ସୈନ୍ୟାଧିପତି ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ତୁମ୍ଭର ମୁଖସ୍ଥିତ ଆମ୍ଭର ବାକ୍ୟକୁ ଅଗ୍ନି ତୁଲ୍ୟ ଓ ଏହି ଲୋକମାନଙ୍କୁ କାଷ୍ଠ ତୁଲ୍ୟ କରିବା, ତାହା ଏମାନଙ୍କୁ ଗ୍ରାସ କରିବ ।
ଯିରିମୀୟ ୫:୧୪
ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ଵରୂପେ ବୃଦ୍ଧି ପାଉଅଛି; ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ ।
ଏଫିସୀୟ ୨:୨୧-୨୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି