ଯେତେବେଳେ ମୋଶା ଏବଂ ଇସ୍ରାଏଲୀୟମାନେ ପରମେଶ୍ୱରଙ୍କ ଇଚ୍ଛାର ଆଜ୍ଞାକାରୀତାରେ
ଦଶ ଆଜ୍ଞାର ଫଳକକୁ ରଖିବା ପାଇଁ ଏକ ସ୍ଥାନ ଭାବରେ
ତମ୍ବୁ ନିର୍ମାଣ କରୁଥିଲେ, ତେଣୁ ଲୋକଙ୍କ ମନ ଅନୁପ୍ରାଣିତ ହେଲା ଏବଂ
ସେମାନେ ଖୁସିରେ ମନ୍ଦିର ନିର୍ମାଣକୁ ସମାପ୍ତ କରିବା ପାଇଁ ସମସ୍ତ ପ୍ରକାରର
ସାମଗ୍ରୀ ଆଣିଲେ । ଏହା ପତ୍ରକୁଟୀର ପର୍ବର ଉତ୍ପତ୍ତି ହେଲା ।
ଯୀଶୁ ପ୍ରଚାର ଦ୍ୱାରା ସ୍ୱର୍ଗୀୟ ମନ୍ଦିର ପାଇଁ ସାମଗ୍ରୀ ସଂଗ୍ରହ କଲେ ।
ଏହି ଯୁଗର ପତ୍ରକୁଟୀର ପର୍ବର ଉଚିତ୍ ଅର୍ଥ ହେଉଛି ଆମ୍ଭମାନଙ୍କ ସମସ୍ତ ସ୍ୱର୍ଗୀୟ ପରିବାର
ଅର୍ଥାତ୍ ଆତ୍ମିକ ମନ୍ଦିରର ସାମଗ୍ରୀକୁ ଖୋଜିବା ଏବଂ ପିତା ଏବଂ ମାତାଙ୍କ ନିକଟରେ
ସେମାନଙ୍କ ନେତୃତ୍ୱ କରିବାର ଅଛି ଏବଂ ସ୍ୱର୍ଗୀୟ ମନ୍ଦିରକୁ ସମ୍ପୂର୍ଣ୍ଣ କରିବାର ଅଛି ।
ତାହାଙ୍କଠାରେ ପ୍ରତ୍ୟେକ ଗୃହ ଏକତ୍ର ସଂଲଗ୍ନ ହୋଇ ପ୍ରଭୁଙ୍କଠାରେ ଗୋଟିଏ ପବିତ୍ର ମନ୍ଦିର ସ୍ଵରୂପେ ବୃଦ୍ଧି ପାଉଅଛି; ତାହାଙ୍କଠାରେ ତୁମ୍ଭେମାନେ ମଧ୍ୟ ଈଶ୍ଵରଙ୍କ ଆତ୍ମିକ ନିବାସ ନିମନ୍ତେ ଏକତ୍ର ନିର୍ମିତ ହେଉଅଛ । [ଏଫିସୀୟ ୨:୨୧-୨୨]
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି