“ସେହି ସାକ୍ଷୀ ହୁଅ ଯେ ଉଦ୍ଧାରକର୍ତ୍ତାଙ୍କ ଘୋଷଣା କରେ,”
ପରମେଶ୍ୱରଙ୍କ ଏହି ବାକ୍ୟଗୁଡ଼ିକୁ ମାନିବା ପାଇଁ,
ଆମ୍ଭମାନଙ୍କୁ ପିତାଙ୍କ ଯୁଗରେ ସଦାପ୍ରଭୁଙ୍କ ନାମ, ପୁତ୍ରଙ୍କ ଯୁଗରେ ଯୀଶୁଙ୍କ ନାମ,
ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଯୀଶୁଙ୍କ ନୂତନ ନାମ
ଏବଂ ନୂତନ ଯିରୂଶାଲମର ନାମ ଜାଣିବା ଉଚିତ୍ ।
“ଯେ ଏହି ପୁସ୍ତକର ଭାବବାଣୀସବୁ ପାଳନ କରେ, ସେ ଧନ୍ୟ,”
ଏହି ବାକ୍ୟଗୁଡ଼ିକ ଅନୁଯାୟୀ, ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟମାନେ
ନୂତନ ଯିରୂଶାଲମ ସ୍ୱର୍ଗୀୟ ମାତା ଏବଂ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ -
ଆତ୍ମା ଓ କନ୍ୟାର ପ୍ରଚାର କରନ୍ତି
ଯେଉଁମାନେ ପବିତ୍ର ଆତ୍ମାଙ୍କ ଯୁଗରେ ଉଦ୍ଧାରକର୍ତ୍ତା ରୂପେ ଆସିଛନ୍ତି ।
ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ...” ଯିଶାଇୟ ୪୩:୧୦
କିନ୍ତୁ ପବିତ୍ର ଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହୁଅନ୍ତେ, ତୁମ୍ଭେମାନେ ଶକ୍ତିପ୍ରାପ୍ତ ହେବ, ଆଉ ଯିରୂଶାଲମ, ସମସ୍ତ ଯିହୁଦା ପ୍ରଦେଶ ଓ ଶମିରୋଣ ପୁଣି ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ସୁଦ୍ଧା ମୋହର ସାକ୍ଷୀ ହେବ । ପ୍ରେରିତ ୧:୮
ଯେ ଜୟ କରେ... ଆମ୍ଭେ ଆମ୍ଭର ଈଶ୍ଵରଙ୍କ ନାମ ଓ ସ୍ଵର୍ଗରୁ ତାହାଙ୍କଠାରୁ ଆଗତ ଯେଉଁ ନୂତନ ଯିରୂଶାଲମ, ଆମ୍ଭର ଈଶ୍ଵରଙ୍କ ସେହି ନଗରୀର ନାମ ପୁଣି ଆମ୍ଭ ନିଜର ନୂତନ ନାମ ତାହା ଉପରେ ଲେଖିବୁ। ପ୍ରକାଶିତ ବାକ୍ୟ ୩:୧୨
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି