ସଭ୍ୟ ସମାଜ ହେବା ପୂର୍ବରୁ ଯେଉଁ ପଥର ଗୁଡ଼ିକର ମୂଲ୍ୟ ଥିଲା
ତାହାର ଆଧୁନିକ ସମାଜରେ କୌଣସି ମୂଲ୍ୟ ନାହିଁ ।
ଏହି ପ୍ରକାରେ, ସାଂସାରିକ ବସ୍ତୁ ଓ ସ୍ୱର୍ଗୀୟ ବସ୍ତୁ ମଧ୍ୟରେ
ମୂଲ୍ୟରେ ଯଥେଷ୍ଟ ପାର୍ଥକ୍ୟ ଅଛି ।
ସ୍ୱର୍ଗ ରାଜ୍ୟର ମୂଲ୍ୟ ଏହି ପୃଥିବୀରେ ମୂଲ୍ୟର ମାନକ ଦ୍ୱାରା
ମପାଯାଇ ପାରିବ ନାହିଁ । ପରମେଶ୍ୱରଙ୍କ ଇଚ୍ଛା କି ତାଙ୍କର ସନ୍ତାନ
ପୃଥିବୀରେ ବ୍ୟର୍ଥ ଓ ମୂଲ୍ୟହୀନ ବସ୍ତୁ ନିମନ୍ତେ ରହିବା ପରିବର୍ତ୍ତେ
ସବୁଠାରୁ ମୂଲ୍ୟବାନ ଜୀବନ ଯାପନ କରି ସ୍ୱର୍ଗୀୟ ଆଶିର୍ବାଦ ପ୍ରାପ୍ତ କରିବେ ।
ଏଥିପାଇଁ ପରମେଶ୍ୱର ଆମ୍ଭକୁ କହିଲେ,
“ତୁମ୍ଭେମାନେ ସାମରିୟାରେ ଓ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ମୋହର ସାକ୍ଷ୍ୟ ହେବ ।”
ଏଥିପାଇଁ, ପରମେଶ୍ୱରଙ୍କ ଲୋକଙ୍କୁ ରାଜ୍ୟର ସୁସମାଚାର ପ୍ରଚାର
କରୁଥାଇ ଯିରୂଶାଲମ ମାତାଙ୍କ ବିଷୟରେ ଯିଏ ଉଦ୍ଧାର ପ୍ରଦାନ କରନ୍ତି
ସାକ୍ଷ୍ୟ ଦେବା ଉଚିତ୍ ।
“ଆଉ, ଯେଉଁମାନେ ଜ୍ଞାନବାନ, ସେମାନେ ଆକାଶର ଦୀପ୍ତିର ତୁଲ୍ୟ
ଓ ଯେଉଁମାନେ ଅନେକଙ୍କୁ ଧର୍ମର ପ୍ରତି ଫେରାଇ ଆଣନ୍ତି,
ସେମାନେ ତାରାଗଣର ତୁଲ୍ୟ ଅନନ୍ତ କାଳ ପର୍ଯ୍ୟନ୍ତ ତେଜସ୍ୱୀ ହେବେ ।”
ଦାନିୟେଲ ୧୨:୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି