ପରମେଶ୍ୱର ସେହି ଲୋକମାନଙ୍କୁ ରାଜ୍ୟର ସୁସମାଚାର ପ୍ରଦାନ କଲେ,
ଯେଉଁମାନଙ୍କୁ ପରମେଶ୍ୱର ସବୁଠାରୁ ଅଧିକ ଏହା କହୁଥାଇ ଯୋଗ୍ୟ ଗଣିତ କଲେ
କି “ମୋହର ସାକ୍ଷୀ ହୁଅ । ନୂତନ ନିୟମର ସେବକ ହୁଅ ।”
ପରମେଶ୍ୱର ସେମାନଙ୍କୁ ସ୍ୱର୍ଗ ରାଜ୍ୟ ପ୍ରାପ୍ତ କରିବାର ଆଶୀର୍ବାଦ ଦେଲେ,
ଯେଉଁମାନେ ପରମେଶ୍ୱରଙ୍କ ଉତ୍ତରାଧିକାରୀ ପ୍ରାପ୍ତ କରିପାରିବେ ।
ଯେଉଁ ପ୍ରକାର ଗିଦିୟୋନ ଯୁଦ୍ଧରେ ବିଜୟ ପ୍ରାପ୍ତ କଲା ଯେତେବେଳେ ସେ କଳସୀକୁ ଭାଙ୍ଗିଲା
ଆଉ ଜ୍ୟୋତିକୁ ପ୍ରକଟ କଲା, ପ୍ରଥମ ଚର୍ଚ୍ଚ ପରି ପବିତ୍ର ଆତ୍ମାର
ଏକ ଅଦ୍ଭୁତ କାର୍ଯ୍ୟ ଏହି ଯୁଗରେ ମଧ୍ୟ ହେବ ଯେତେବେଳେ ଆମ୍ଭେ ନୂତନ ନିୟମର ସତ୍ୟର
ଜ୍ୟୋତି ମାଧ୍ୟମରେ ଯିରୂଶାଲମ ସ୍ୱର୍ଗୀୟ ମାତାଙ୍କ ମହିମାକୁ ପ୍ରଦର୍ଶିତ କରୁଛନ୍ତି ।
କାରଣ ଆମ୍ଭେ ମନୁଷ୍ୟଙ୍କ ଆଜ୍ଞାରୁ ନୁହେଁ, କିନ୍ତୁ କେବଳ ପରମେଶ୍ୱରଙ୍କ ସୁସମାଚାର
ମାଧ୍ୟମରେ ଉଦ୍ଧାର ପ୍ରାପ୍ତ କରିପାରିବା, ଚର୍ଚ୍ଚ ଅଫ୍ ଗଡ୍ ପରମେଶ୍ୱରଙ୍କ
ଆଜ୍ଞାକୁ ପାଳନ କରୁଅଛି ଯାହା ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ ପୁନଃସ୍ଥାପିତ କରିଛନ୍ତି,
ଆଉ ସମ୍ପୂର୍ଣ୍ଣ ଭାବରେ ପରମେଶ୍ୱରଙ୍କ ସାକ୍ଷ୍ୟ ରୂପରେ ମିଶନକୁ ପୂରା କରୁଅଛି ।
ପୁଣି, ଯୀଶୁ ସେମାନଙ୍କୁ କହିଲେ, ତୁମ୍ଭେମାନେ ସମୁଦାୟ ଜଗତକୁ ଯାଇ ସମସ୍ତ
ମାନବଜାତି ନିକଟରେ ସୁସମାଚାର ଘୋଷଣା କର । ଯେ ବିଶ୍ଵାସ କରି ବାପ୍ତିଜିତ ହୁଏ,
ସେ ପରିତ୍ରାଣ ପାଇବ; କିନ୍ତୁ ଯେ ଅବିଶ୍ଵାସ କରେ, ସେ ଦଣ୍ତାଜ୍ଞା ପାଇବ ।
ମାର୍କ ୧୬:୧୫−୧୬
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି