ଶଲୋମନ, ଗିଦିୟୋନ ଏବଂ ମୋଶା ପରମେଶ୍ୱରଙ୍କ ଆଜ୍ଞାକୁ
ଅସ୍ୱୀକାର କରିବାକୁ ଚେଷ୍ଟା କରି କହିଲେ
କି ସେମାନେ ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରିବା ପାଇଁ ଯୋଗ୍ୟ ନୁହଁନ୍ତି ।
ତଥାପି, ପରମେଶ୍ୱର ସେମାନଙ୍କ ବିଶ୍ୱାସକୁ ଦେଖିଲେ
ଯାହା ଅଦୃଶ୍ୟ, ଏବଂ ସେମାନଙ୍କୁ ମନୋନୀତ କଲେ ।
ପରମେଶ୍ୱର ସେମାନଙ୍କୁ ଆପଣା ମିଶନକୁ ପୂରା କରିବାର କ୍ଷମତା ମଧ୍ୟ ଦେଲେ ।
ଚର୍ଚ୍ଚ ଅଫ୍ ଗଡ୍ ବର୍ତ୍ତମାନ ପୂରା ଦୁନିଆରେ ଏହି କାରଣରୁ ସ୍ଥାପିତ ହୋଇଅଛି
କି ଆମ୍ଭେ ପରମେଶ୍ୱରଙ୍କ ମିଶନକୁ ପୂରା କରିବା ସମୟ ଆପଣା କ୍ଷମତାକୁ ଦେଖିଲୁ ନାହିଁ
କିନ୍ତୁ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତାଙ୍କ ଶକ୍ତି ଉପରେ ବିଶ୍ୱାସ କଲୁ ।
ଏହି ସମସ୍ତ ଏଥିପାଇଁ ପାଇଁ ଘଟିଲା କାରଣ ଆମ୍ଭେ ତାଙ୍କ ଉପରେ ନିର୍ଭର ରହି କାର୍ଯ୍ୟ କଲୁ ।
ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ । ଫିଲିପ୍ପୀୟ ୪:୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି