ପିତାଙ୍କ ଯୁଗରେ ସଦାପ୍ରଭୁ ପରମେଶ୍ୱରଙ୍କ ରୂପରେ, ପୁତ୍ରଙ୍କ ଯୁଗରେ ଯୀଶୁ ଖ୍ରୀଷ୍ଟଙ୍କ ରୂପରେ,
ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ଆତ୍ମା ଓ କନ୍ୟାଙ୍କ ରୂପରେ,
ପରମେଶ୍ୱର ପବିତ୍ର ସଭା ସ୍ଥାନ ଅର୍ଥାତ୍ ସିୟୋନରେ ମାନବ ଜାତିର ଆଶା ହୁଅନ୍ତି ।
ଏଲୋହୀମ ପରମେଶ୍ୱରଙ୍କୁ ମାନବ ଜାତିର ପାପକୁ କ୍ଷମା କରିବାର ଅଧିକାର ଅଛି ।
ଚର୍ଚ୍ଚ ଅଫ୍ ଗଡ୍ ଯେଉଁଠି ଏଲୋହୀମ ପରମେଶ୍ୱର ନିବାସ କରନ୍ତି ସିୟୋନ ଅଟେ
ଯେଉଁଠି ପରମେଶ୍ୱରଙ୍କ ପର୍ବ ପାଳନ କରାଯାଏ । ଏହା ଏପରି ଚର୍ଚ୍ଚ ଅଟେ
ଯେଉଁଠି ପାପକ୍ଷମା ଓ ଅନନ୍ତ ସ୍ୱର୍ଗର ରାଜ୍ୟର ମହିମାର ପ୍ରତିଜ୍ଞା ରହିଛି ।
“ହେ ପରିଶ୍ରାନ୍ତ ଓ ଭାରଗ୍ରସ୍ତ ଲୋକ ସମସ୍ତେ, ମୋʼ ନିକଟକୁ ଆସ... ଆଉ ତୁମ୍ଭେମାନେ ଆପଣା ଆପଣା ଆତ୍ମାରେ ବିଶ୍ରାମ ପାଇବ; ଯେଣୁ ମୋହର ଜୁଆଳି ସହଜ ଓ ମୋହର ଭାର ଉଶ୍ଵାସ ।” ମାଥିଉ ୧୧:୨୮-୩୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି