ଧନୀ ଲୋକ ଓ ଲାଜାର ଏବଂ ଯୋହନ ଓ ଦାନିୟେଲଙ୍କ ଦର୍ଶନ ଦ୍ୱାରା,
ପରମେଶ୍ୱର ଆମକୁ ଦେଖାନ୍ତି ଯେ ନରକ ଅନନ୍ତ ଯନ୍ତ୍ରଣା ଏବଂ ଦଣ୍ଡର ସ୍ଥାନ ଅଟେ
ଯେଉଁଠାରେ ଦୁଷ୍ଟମାନଙ୍କ ବିଚାର କରାଯାଏ, ଏବଂ ସେ ଆମମାନଙ୍କୁ ନରକକୁ କେବେ ନଯିବା ନିମନ୍ତେ
ଆମର ଅଧର୍ମ କର୍ମକୁ ତ୍ୟାଗ କରିବାକୁ ଉତ୍ସୁକତା ପୂର୍ବକ କହନ୍ତି ।
ଆମକୁ ସ୍ୱର୍ଗକୁ ଫେରାଇ ନେବା ନିମନ୍ତେ, ଯେଉଁଠାରେ କୌଣସି ମୃତ୍ୟୁ କିମ୍ବା ବ୍ୟଥା ନାହିଁ,
ମାତ୍ର କେବଳ ଆନନ୍ଦ ଏବଂ ଖୁସି ଅଛି, ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱର
ପୃଥିବୀକୁ ଆସିଲେ । ସେମାନେ ଚର୍ଚ୍ଚ ଅଫ୍ ଗଡ୍ ରେ ଉତ୍ସୁକତାରେ ନୂତନ ନିୟମ,
ସ୍ୱର୍ଗ ରାଜ୍ୟର ସୁସମାଚାର ପ୍ରଚାର କରୁଛନ୍ତି ।
“ପୁଣି, ତୁମ୍ଭର ଚକ୍ଷୁ ଯଦି ତୁମ୍ଭର ବିଘ୍ନର କାରଣ ହୁଏ, ତେବେ ତାହା ଉପାଡ଼ିପକାଅ;
ଦୁଇ ଚକ୍ଷୁ ଘେନି ନରକରେ ନିକ୍ଷିପ୍ତ ହେବା ଅପେକ୍ଷା ବରଂ ଏକ ଚକ୍ଷୁ ଘେନି ଈଶ୍ଵରଙ୍କ ରାଜ୍ୟରେ
ପ୍ରବେଶ କରିବା ତୁମ୍ଭ ପକ୍ଷରେ ଭଲ...”
ମାର୍କ ୯:୪୭-୪୯
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି