ଯେତେବେଳେ ଆମ୍ଭେ ଆତ୍ମାର ବିଷୟରେ ଅନୁଭବ କରିଥାଉ ତେବେ ଆମ୍ଭେ ଏହି ବିଷୟକୁ
ଜାଣିବାରେ ସକ୍ଷମ ହୋଇଥାଉ କି ସ୍ୱର୍ଗ, ପୃଥିବୀ ଏବଂ ଏଥିରେ ଥିବା ସମସ୍ତ ବସ୍ତୁ
କାହିଁକି ସୃଷ୍ଟି କରାଗଲା ଏବଂ ଆମ୍ଭେ ଏହି ପୃଥିବୀରେ କାହିଁକି ବାସ କରୁଅଛୁ,
ଆଉ ତା’ପରେ ଆମ୍ଭେ ପୁନରୁତ୍ଥାନର ଜୀବନ୍ତ ଆଶା ରଖି ପାରିବା ।
ସାଧାରଣତଃ, ଲୋକମାନେ ଏପରି ଦୁନିଆର ଅସ୍ତିତ୍ୱ ଉପରେ ବିଶ୍ୱାସ
କରିବାକୁ ଚାହିଁବେ ନାହିଁ ଯାହାର ସେମାନେ ଅନୁଭବ କରି ନାହାନ୍ତି ।
ଏହି କାରଣ ହେତୁ, ପିତା ଓ ମାତା ଏହି ପୃଥିବୀରେ ଆସି
ସ୍ୱର୍ଗ ଓ ଆତ୍ମାର ବିବରଣ ଦେଲେ ।
କାରଣ ଶରୀର ଏବଂ ଆତ୍ମା ଅଲଗା ହେବା କ୍ଷଣରୁ ଅର୍ଥାତ୍ ମୃତ୍ୟୁ ପରେ
ପରମେଶ୍ୱର ବିଚାର କରନ୍ତି, ତେଣୁ ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ
ପରମେଶ୍ୱରଙ୍କ ବାକ୍ୟର ପାଳନ କରୁଥାଇ ସ୍ୱର୍ଗର ଆଶା କରନ୍ତି ।
ପୁଣି, ଧୂଳି ପୂର୍ବ ପରି ମୃତ୍ତିକାରେ ଲୀନ ହେବ,
ଆଉ ଆତ୍ମାଦାତା ପରମେଶ୍ଵରଙ୍କ ନିକଟକୁ ଆତ୍ମା ଫେରି ଯିବ । ଉପଦେଶ ଅଧ୍ୟାୟ ୧୨:୭
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି