ପୁରାତନ ନିୟମରେ, ବିଶ୍ରାମ ଦିନର ଦ୍ୱିତୀୟ ଦିନରେ ପ୍ରଥମ ଅମଳର ଦୋଳନୀୟ ଶସ୍ୟ ଦ୍ୱାରା
ପ୍ରଥମ ଫଳର ପର୍ବକୁ ପାଳନ କରାଯାଉଥିଲା ।
ନୂତନ ନିୟମରେ, ଏହି ପର୍ବ ପୁନୁରୁତ୍ଥାନର ଦିନରେ ପରିବର୍ତ୍ତନ କରି ଦିଆଯାଇଅଛି
ଯେଉଁଥିରେ ଯୀଶୁ ପ୍ରଥମ ଫଳ ରୂପେ ପୁନର୍ଜୀବିତ ହେଲେ ।
କ୍ରୂସରେ ଯୀଶୁଙ୍କ ମୃତ୍ୟୁ ପରେ ପ୍ରଥମ ଚର୍ଚ୍ଚର ଯୀଶୁଙ୍କ ଶିଷ୍ୟମାନେ ଶୋକରେ
ସ୍ତାଭିତ ହୋଇ ପରାଜିତ ହେଲେ, କିନ୍ତୁ ସେମାନେ ଯୀଶୁଙ୍କ ପୁନୁରୁତ୍ଥାନର ଦ୍ୱାରା
ବିଶ୍ୱାସ, ସାହସ, ଏବଂ ଶକ୍ତି ପୁନଃପ୍ରାପ୍ତ କରିପାରିଲେ ।
ଯୀଶୁ ସମସ୍ତ ମାନବ ଜାତିକୁ ପୁନୁରୁତ୍ଥାନର ଜୀବିତ ଆଶା ଦେଲେ ।
କଠୋର ଦୁନିଆରେ ମଧ୍ୟ ବିଶ୍ୱାସୀ ଖୁସୀ ହୋଇ ପାରନ୍ତି କାରଣ ଯୀଶୁଙ୍କ ପୁନରୁତ୍ଥାନ ସେମାନଙ୍କୁ
ଯେଉଁମାନେ ମୃତ୍ୟୁର ବନ୍ଧନରେ ପଡ଼ିଥିଲେ ଉଦ୍ଧାରର ଆଶା ଦେଲେ ଏବଂ ସେମାନଙ୍କଠାରେ ଆତ୍ମବିଶ୍ୱାସ ଅଛି
ଯେ ସେମାନେ ଭବିଷ୍ୟତରେ ସୁନ୍ଦର ସ୍ୱର୍ଗଦୂତଙ୍କ ରୂପେ ପରିବର୍ତ୍ତନ ହେବେ ।
ଦେଖ, ମୁଁ ତୁମ୍ଭମାନଙ୍କୁ ଗୋଟିଏ ନିଗୂଢ଼ କଥା କହୁଅଛି,
ଆମ୍ଭେମାନେ ସମସ୍ତେ ମହାନିଦ୍ରାପ୍ରାପ୍ତ ହେବା ନାହିଁ,
କିନ୍ତୁ ପରିବର୍ତ୍ତିତ ହେବା...
୧କରିନ୍ଥୀୟ ୧୫:୫୧
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି