ପରମେଶ୍ୱର ଆମ୍ଭମାନଙ୍କୁ ଶୋଲମନଙ୍କ ମାଧ୍ୟମରେ ଶିକ୍ଷା କରିଛନ୍ତି କି ସୂର୍ଯ୍ୟ ତଳେ କରାଯାଇଥିବା ସମସ୍ତ କାର୍ଯ୍ୟ କ୍ଷଣକରେ ଲୀନ ହୋଇଯାଏ; ତାହା ଅସାର, ବାୟୁକୁ ପଶ୍ଚାଦ୍ଧାବନମାତ୍ର । ଲୋକମାନଙ୍କୁ ଏହା ଜଣାଇବା ନିମନ୍ତେ କି ସେମାନଙ୍କୁ ସ୍ୱର୍ଗର ଗୌରବମୟ ରାଜ୍ୟ ଆଡ଼କୁ ଆପଣା ଲକ୍ଷ୍ୟ ନିର୍ଧାରିତ କରିବା ଉଚିତ୍, ପରମେଶ୍ୱର ଏହି ପୃଥିବୀରେ ଦ୍ୱିତୀୟ ଥର ଆନ୍ ସାଙ୍ଗ୍ ହୋଙ୍ଗ୍ ନାମରେ ଆସିଲେ ।
ଯେପର୍ଯ୍ୟନ୍ତ କି ସିକନ୍ଦର ମହାନ ଓ ଚେଙ୍ଗିଜ ଖାନ ଯେପରି ମହାନ ଲୋକମାନେ, ଯେଉଁମାନେ ଦୁନିଆର ଅଧିକାଂଶ ଭାଗକୁ ବିଜୟ ଲାଭ କଲେ, ସେମାନଙ୍କୁ ଏହି ଦୁନିଆକୁ ଖାଲା ହାତ ଛାଡ଼ିବାକୁ ପଡ଼ିଲା । ଯେପରି କି ପରମେଶ୍ୱର ପ୍ରତୀଜ୍ଞା କରିଛନ୍ତି, କେବଳ ସେମାନେ ଯେଉଁମାନେ ପରମେଶ୍ୱରଙ୍କ ଭୟ କରନ୍ତି ଓ ପରମେଶ୍ୱରଙ୍କ ନିୟମର ପାଳନ କରନ୍ତି, ସେମାନେ ଗୌରବମୟ ସ୍ୱର୍ଗରେ ଯାଇ ପାରିବେ ଓ ସର୍ବଦା ନିମନ୍ତେ ଶାସନ କରି ପାରିବେ ।
ସାରା କଥା ଏହି; ସବୁ ଶୁଣାଯାଇଅଛି, ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର; କାରଣ ଏହା ହିଁ ମନୁଷ୍ୟର ପୂର୍ଣ୍ଣ କର୍ତ୍ତବ୍ୟ କର୍ମ । ଉପଦେଶକ ୧୨:୧୩
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି