ବାଇବଲରେ ଲେଖାଅଛି, “ହବା ଜୀବିତ ସକଳର ମାତା ହେବ,”
“ନାନା ଗୋଷ୍ଠୀର ଆଦିମାତା ହେବ,”
ଏବଂ “ଉର୍ଦ୍ଧ୍ୱସ୍ଥ ଯିରୂଶାଲମ ଆମ୍ଭମାନଙ୍କ ଆତ୍ମିକ ମାତା ଅଟନ୍ତି ।”
ଉଦ୍ଧାରର ପଥ ବାଇବଲର ଏହି ବାକ୍ୟଗୁଡ଼ିକର ପାଳନ କରୁଥାଇ
ପିତା ପରମେଶ୍ୱର ଓ ମାତା ପରମେଶ୍ୱର ଉପରେ ବିଶ୍ୱାସ କରିବା ଅଟେ ।
ଚର୍ଚ୍ଚ ଅଫ୍ ଗଡ୍ ର ସଦସ୍ୟ ଯେଉଁମାନେ ପବିତ୍ର ଆତ୍ମା ଆନ୍ ସାଙ୍ଗ୍ ହୋଙ୍ଗ୍ ଉପରେ
ଯେ ବାଇବଲର ସମସ୍ତ ଭବିଷ୍ୟବାଣୀକୁ ପୂର୍ଣ୍ଣ କଲେ,
ଓ ମାତା ପରମେଶ୍ୱର ଯେ ତାହାଙ୍କ କନ୍ୟା ଅଟନ୍ତି, ଉପରେ ବିଶ୍ୱାସ କରନ୍ତି,
ସେମାନେ ବୁଦ୍ଧିମାନ ଲୋକ ଅଟନ୍ତି ଯେଉଁମାନେ ପରମେଶ୍ୱରଙ୍କ ଭୟ ମାନନ୍ତି
ଓ ଚଟାଣ ଉପରେ ଆପଣା ଗୃହ ନିର୍ମାଣ କରନ୍ତି ।
“ଏଠାକୁ ଆସ, ମୁଁ ତୁମ୍ଭକୁ ସେହି କନ୍ୟା, ଅର୍ଥାତ୍, ମେଷଶାବକଙ୍କ ଭାର୍ଯ୍ୟାକୁ ଦେଖାଇବି ।”
... ପବିତ୍ର ନଗରୀ ଯିରୂଶାଲମକୁ ଦେଖାଇଲେ,
ତାହା ସ୍ଵର୍ଗରୁ ଈଶ୍ଵରଙ୍କ ନିକଟରୁ ଅବତରଣ କରୁଥିଲା । ପ୍ରକାଶିତ ବାକ୍ୟ ୨୧:୯-୧୦
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି