ପରମେଶ୍ୱର କହିଲେ କି ଯଦି ଆମ୍ଭେ ସ୍ୱର୍ଗର ଚମତ୍କାର ରାଜ୍ୟରେ
ଯୁଗେ ଯୁଗେ ରାଜତ୍ୱ କରିବାକୁ ଚାହୁଁଅଛୁ, ତେବେ ଆମ୍ଭମାନଙ୍କୁ ଆପଣା ନିଜର
କ୍ରୁଶ ଉଠାଇ ଖ୍ରୀଷ୍ଟଙ୍କ ପଛରେ ଚାଲିବା ଉଚିତ୍ ।
ଏହାର ପ୍ରକ୍ରିୟାରେ, ବାଧା ଏବଂ ଅସୁବିଧା ଅଛି, କିନ୍ତୁ ଚର୍ଚ୍ଚ ଅଫ୍ ଗଡ୍ ର
ସଦସ୍ୟମାନେ ସ୍ୱର୍ଗର ମହିମା ନିମନ୍ତେ ଭକ୍ତିର ସହିତ ଜୀବନ ଯାପନ କରନ୍ତି
ଆଉ ମୁକୁଟ ଅର୍ଥାତ୍ କ୍ରୁଶର ଓଜନକୁ ଉଠାଇବା ପାଇଁ ଚେଷ୍ଟା କରୁଛନ୍ତି ।
ଯେପରି ଯୀଶୁ ଖ୍ରୀଷ୍ଟ ପୁତ୍ରଙ୍କ ଯୁଗରେ କରିଥିଲେ, ଠିକ୍ ସେହିପରି ପବିତ୍ର ଆତ୍ମାଙ୍କ ଯୁଗରେ,
ସ୍ୱର୍ଗୀୟ ପିତା ଆନ୍ ସାଙ୍ଗ୍ ହୋଙ୍ଗ୍ ଏବଂ ସ୍ୱର୍ଗୀୟ ମାତା ସମସ୍ତ ମାନବ ଜାତି ପାଇଁ
କ୍ରୁଶକୁ ଉଠାଉଛନ୍ତି ଓ ଆମ୍ଭମାନଙ୍କୁ ସ୍ୱର୍ଗରେ ରାଜ ପୁରୋହିତଙ୍କ ଆଶୀର୍ବାଦ
ପ୍ରାପ୍ତ କରିବା ପାଇଁ କହି ଦୁଃଖର ମାର୍ଗରେ ଚାଲୁଛନ୍ତି ।
ସେତବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ପଛରେ
ଚାଲିବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ,
ପୁଣି, ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ । ଲୂକ ୯:୨୩
... ପୁଣି, ସେମାନେ ଯୁଗେ ଯୁଗେ ରାଜତ୍ୱ କରିବେ । ପ୍ରକାଶିତ ବାକ୍ୟ ୨୨:୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି