ପରମେଶ୍ୱରଙ୍କ ନମୂନାର ପାଳନ କରିବା ପରମେଶ୍ୱରଙ୍କ ସହିତ ଗମନାଗମନ କରିବାର ପଥ ଅଟେ
ଆମ୍ଭେ ପରମେଶ୍ୱରଙ୍କ ସହିତ ଗମନାଗମନ କରିବା ଓ ହନୋକ, ନୋହ ଓ ଅବ୍ରହାମ ଯେପରି ବିଶ୍ୱାସର ପୂର୍ବପୁରୁଷଙ୍କ ତୂଲ୍ୟ
ସ୍ୱର୍ଗରେ ଯିବା ନିମନ୍ତେ, ସେହି ନମୂନାର ପାଳନ କରିବା ଉଚିତ୍ ଯାହା ପରମେଶ୍ୱର ଆମ୍ଭମାନଙ୍କୁ ଶିକ୍ଷା କରିଛନ୍ତି ।
ଏହି ଦିନରେ, ନୂତନ ନିୟମ ବିଶ୍ରାମ ଦିନ, ନିସ୍ତାର ପର୍ବ ଓ କୂଟୀରବାସ ପର୍ବ ଯାହା ଚର୍ଚ୍ଚ ଅଫ୍ ଗଡ୍ ପାଳନ କରେ, ଯୀଶୁଙ୍କ ଶିଖାଯାଇଥିବା ନମୂନା ଅଟେ ।
“କାରଣ ତୁମ୍ଭମାନଙ୍କ ପ୍ରତି ମୁଁ ଯେପରି କରିଅଛି, ତୁମ୍ଭେମାନେ ମଧ୍ୟ ଯେ ସେପରି କର, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି ।” ଯୋହ ୧୩:୧୫
ଚର୍ଚ୍ଚ ଯାହା ପରମେଶ୍ୱରଙ୍କ ସହିତ ଗମନାଗମନ କରିଥାଏ ଓ ତାହାଙ୍କ ନମୁନାର ପାଳନ କରିଥାଏ,
ଆଉ ଚର୍ଚ୍ଚ ଯାହା ପରମେଶ୍ୱରଙ୍କ ଇଚ୍ଛାର ଅନୁସାରେ ନୂତନ ନିୟମର ପ୍ରଚାର କରିଥାଏ,
ତାହା ସମଗ୍ର ଦୁନିଆରେ କେବଳ ଚର୍ଚ୍ଚ ଅଫ୍ ଗଡ୍ ଅଟେ ।
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି