ଏଷୌ ଏବଂ ଈଷ୍କରିୟୋଥ ଯିହୁଦା ଭୂଲ ଶବ୍ଦ କାରଣରୁ ଆଶୀର୍ବାଦ ହରେଇଦେଲେ, ଏବଂ ଦକ୍ଷିଣ ପାର୍ଶ୍ୱର ଡକାୟତ ଏବଂ ଦାନିୟେଲଙ୍କ ତିନି ମିତ୍ରଙ୍କୁ ସେହି ଶବ୍ଦ ଗୁଡ଼ିକ କାରଣରୁ ଯାହା ସେମାନେ ବିଶ୍ୱାସର ସହିତ କହିଥିଲେ, ପରମେଶ୍ୱରଙ୍କ ଦ୍ୱାରା ପ୍ରଚୁର ଆଶୀର୍ବାଦ ପ୍ରାପ୍ତ ହେଲା ।
ଯେହେତୁ ଆମ୍ଭ ମୁଖରୁ ନିର୍ଗତ ଶବ୍ଦ କେବେ ଅଦୃଶ୍ୟ ହୁଏ ନାହିଁ ମାତ୍ର ବିଚାର ଦିନରେ ଆମ୍ଭ ପାଖକୁ ଫେରିଥାଏ, ଏଥିପାଇଁ ପରମେଶ୍ୱର ସର୍ବଦା ଆମ୍ଭକୁ କହିବା ପୂର୍ବରୁ ଅନେକ ଥର ଚିନ୍ତା କରିବା ଏବଂ କ୍ରୋଧିତ ହେବାକୁ ଧିର ହେବା ପାଇଁ ଶିକ୍ଷା କରାନ୍ତି ।
ଯଦି ଆମ୍ଭେ ଏହା ବୁଝିଥାଉ କି ଆମ୍ଭକୁ ସ୍ୱର୍ଗରୁ ପକେଇ ଦିଆଯାଇଥିଲା କାରଣ ଆମ୍ଭେ ପାପ କରୁଥିଲୁ, ତେବେ ଆମ୍ଭେ କୌଣସି ମଧ୍ୟ ବିଷୟରେ ନିରାଶ ହେବା ନାହିଁ । ଏହା ପରିବର୍ତ୍ତେ, ଆମ୍ଭେ ଏହି ତଥ୍ୟ ନିମନ୍ତେ କୃତଜ୍ଞ ହୋଇ କି ଆମ୍ଭେ ଖ୍ରୀଷ୍ଟ ଆନ୍ ସାଙ୍ଗ୍ ହୋଙ୍ଗ୍ ଓ ମାତା ପରମେଶ୍ୱରଙ୍କ ସହିତ ରହିପାରୁ ଯେ ପବିତ୍ର ଆତ୍ମାଙ୍କ ଯୁଗରେ ଆସିଛନ୍ତି, ପରମେଶ୍ୱରଙ୍କ ଶିକ୍ଷା ପାଳନ କରୁଥଇ ଭଲ ଶବ୍ଦ କହୁଥାଇ ଏକ ଧନ୍ୟ ଜୀବନ ଯାପନ କରିପାରିବା ।
ହେ ମୋହର ପ୍ରିୟ ଭାଇମାନେ, ତୁମ୍ଭେମାନେ ଏହା ଜ୍ଞାତ ଅଛ। ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ପୁଣି କ୍ରୋଧ କରିବାରେ ଧୀର ହେଉ, କାରଣ ମନୁଷ୍ୟର କ୍ରୋଧ ଈଶ୍ଵରଙ୍କ ଗ୍ରାହ୍ୟ ଧାର୍ମିକତା ସାଧନ କରେ ନାହିଁ ।... କିନ୍ତୁ ଶ୍ରୋତାମାତ୍ର ହୋଇ ଆପଣାମାନଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ ।... ପୁଣି ବିସ୍ମରଣକାରୀ ଶ୍ରୋତାମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ, ସେ ଆପଣା କାର୍ଯ୍ୟରେ ଧନ୍ୟ ।
ଯାକୁବ ୧:୧୯-୨୫
୧୧୯ ବୁନଡାଙ୍ଗ-ଗୁ, ସାଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, କୋରିଆ
ଫୋନ ୦୩୧-୭୩୮-୫୯୯୯ ଫେକ୍ସ ୦୩୧-୭୩୮-୫୯୯୮
ପ୍ରଧାନ କାର୍ଯ୍ୟାଳୟ: ୫୦, ସୁନେ-ରୋ (ସୁନେ-ଡ଼ଙ୍ଗ୍), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ୍-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ମୁଖ୍ୟ ଚର୍ଚ୍ଚ: ୩୫, ପାଙ୍ଗୋଷ୍ଟେସନ-ଆରୋ (୫୨୬, ବାଣ୍ଡଙ୍ଗ୍-ଡ଼ଙ୍ଗ), ବ୍ୟୁଡ଼ଙ୍ଗ୍-ଗୁ, ସେୟଙ୍ଗନାମ-ସୀ, ଗ୍ୟଙ୍ଗୀ-ଦୋ, ଦକ୍ଷିଣ କୋରିଆ
ⓒ ଚର୍ଚ୍ଚ ଅଫ୍ ଗଡ୍ ବିଶ୍ୱ ମିଶନ ସଂସ୍ଥା । ସର୍ବାଧିକାର ସୁରକ୍ଷିତ । ବ୍ୟକ୍ତିଗତ ବାର୍ତ୍ତାର ଉପଯୋଗ କରିବାର ନୀତି